Videos
|
Odisha

କାଲିଠୁ ମା’ ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ମନା

Ritu Das
Browse all articles by Ritu Das
·2 years ago
କାଲିଠୁ ମା’ ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ମନା

ଅର୍ଗସ ବ୍ୟୁରୋ: ଆସନ୍ତାକାଲିଠୁ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ମନା। ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏସବୁକୁ ବାରଣ କରାଯାଇଛି । ଭକ୍ତମାନେ ଏପରି ସାମଗ୍ରୀ ନଆଣିବା ପାଇଁ ଟ୍ରଷ୍ଟ ବୋର୍ଡ ଅନୁରୋଧ କରିଛି ।

ଏନେଇ ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଭକ୍ତମାନଙ୍କୁ ସଚେତନ କରାଯିବ । ଟ୍ରଷ୍ଟ ବୋର୍ଡର ନିୟମକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
No drink, gutkha | Argus News