Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ

Odisha

ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ

Banajyotshna Ray
Browse all articles by Banajyotshna Ray
·2 years ago
ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ। 4ଜଣ ଅଣହିନ୍ଦୁ ଶ୍ରୀମନ୍ଦିରରେ ପଶି ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିବା ଅଭିଯୋଗ ହୋଇଛି। ତେବେ ଘଟଣାରେ 9ଜଣଙ୍କୁ ଅଟକ ରଖିଛି ସିଂହଦ୍ବାର ପୋଲିସ। ତେବେ ସୂଚନା ଅନୁଯାୟୀ ରବିବାର ସଂନ୍ଧ୍ୟା ସମୟରେ ବାଂଲାଦେଶର ୪ଜଣ ଅଣହିନ୍ଦୁ ସନ୍ଦେହଜନକ ଭାବେ ଉତ୍ତରଦ୍ବାର ନିକଟ ପରିକ୍ରମା ମାର୍ଗରେ ବସିଥିବା ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଦେଖିଥିଲେ।

ପରବର୍ତ୍ତୀ ସମୟରେ ପୋଲିସର ଜିମା ଦେଇଥିଲେ। ତେବେ ଅଟକ ବ୍ୟକ୍ତିଙ୍କ ନିକଟରୁ ବାଂଲାଦେଶର ପାସପୋର୍ଟ ମିଳିଥିବା ଜଣାପଡିଛି। ଏହାସହ ସେମାନେ ରହୁଥିବା ହୋଟେଲର ବି ଯାଞ୍ଚ କରିଛି ପୋଲିସ। ତେବେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପରେ ମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Non-Hindus entered the puri temple | Argus News