Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆରମ୍ଭରୁ ଅଚଳ EVM

Odisha

ଆରମ୍ଭରୁ ଅଚଳ EVM

Banajyotshna Ray
Browse all articles by Banajyotshna Ray
·2 years ago
ଆରମ୍ଭରୁ ଅଚଳ EVM

ଅର୍ଗସ ବ୍ୟୁରୋ:  ବାଲେଶ୍ୱର ଜଳେଶ୍ୱରରେ ଅଚଳ EVM । ଆରମ୍ଭରୁ EVM ଅଚଳ ହୋଇପଡିଛି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ବିରିଶପୁର ପ୍ରାଥମିକ ବିଦ୍ୟାଳୟ ୯୮ ନମ୍ବର ବୁଥରେ EVM ଅଚଳ ହୋଇଥିବା ଜଣାପଡିଛି। 36 ନମ୍ବର ବୁଥ ଗଡସାହି ସରକାରୀ ବିଦ୍ୟାଳୟରେ ଅଚଳ EVM  ସୂଚନା । ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସମସ୍ତେ ଘଣ୍ଟା ଘଣ୍ଟା ଧରି ଲାଇନ ଛିଡା ହୋଇଛନ୍ତି।

ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ ଚାଲିଛି ଫାଇଟ୍ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
not working EVM from the beginning | Argus News