Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଖ୍ୟାତ ଖଣି ମାଫିଆ ଟୁଟୁ ଘଡାଇ ଗିରଫ, ୧୧ଟନରୁ ଅଧିକ ବିସ୍ପୋରକ ସାମଗ୍ରୀ ଜବତ

Banajyotshna Ray
Browse all articles by Banajyotshna Ray
·2 years ago
ପ୍ରଖ୍ୟାତ ଖଣି ମାଫିଆ ଟୁଟୁ ଘଡାଇ ଗିରଫ, ୧୧ଟନରୁ ଅଧିକ ବିସ୍ପୋରକ ସାମଗ୍ରୀ ଜବତ

ଅର୍ଗସ ବ୍ୟୁରୋ:  ବାଲେଶ୍ୱର ସୋର ଅଞ୍ଚଳର ପ୍ରଖ୍ୟାତ ଖଣି ମାଫିଆ ଟୁଟୁ ଘଡାଇ ଗିରଫ। ବିଳମ୍ବିତ ରାତିରେ ସୋର ଓ ବାଲେଶ୍ବର ପୁଲିସ ମିଳିତ ଭାବେ ଚଢାଉ କରି ଗିରଫ କରିଥିବା ସୂଚନା।୧୧ଟନରୁ ଅଧିକ ବିସ୍ପୋରକ ସାମଗ୍ରୀ ଟୁଟୁ ଘଡାଇ ନିକଟରୁ ଜବତ ହୋଇଥିବ‍ବେଳେ ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି। ସୂଚନା ଥାଉକି, ଟୁଟୁ ବାଲେଶ୍ୱର ଖଣି ଖାଦାନ ଅଞ୍ଚଳରେ ବେଶ କିଛି ଦିନ କଳାପଥର ଲୁଟ କରିବାରେ ସକ୍ରିୟ ଥିଲା। ପୁଲିସକୁ ଆଜି ସଫଳତା ମିଳିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Notorious mining mafia arrested, more than 11 tons of explosives seized | Argus News