Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନରେଗା କାମ ବନ୍ଦ ନେଇ ଜିଲ୍ଲାପାଳଙ୍କ ଠାରେ ଦାବି କଲେ ସରପଞ୍ଚ ଓ ସମିତି ସଭ୍ୟ ସଂଘ

Banajyotshna Ray
Browse all articles by Banajyotshna Ray
·1 year ago
ନରେଗା କାମ ବନ୍ଦ ନେଇ ଜିଲ୍ଲାପାଳଙ୍କ ଠାରେ ଦାବି କଲେ ସରପଞ୍ଚ ଓ ସମିତି ସଭ୍ୟ ସଂଘ

ଅର୍ଗସ ବ୍ୟୁରୋ:  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକକୁ ମୁଖ୍ୟତଃ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଚଳିତ ଜୁଲାଇ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସମସ୍ତ ନରେଗା କାମ ବନ୍ଦ ହେଉଛି ।ମୁଖ୍ୟତଃ ଦାଦନ ଶ୍ରମିକ ମାନେ ବାହାର ରାଜ୍ୟ କୁ ଦାଦନ ଚାଲାଣ ସମୟ ରେ କାମ ମିଳିନଥିବା ଯୋଗୁଁ ଏହି ବାଧ୍ୟ ହୋଇ ଶ୍ରମିକ ମାନେ ବାହାର ରାଜ୍ୟ କୁ ଯାଇଥାନ୍ତି। ଏଣୁ ତୁରନ୍ତ ବିଭିନ୍ନ ନରେଗା କାମ କୁ ଏପ୍ରୁଭ  କରିବା ପାଇଁ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରେ ଦାବି କରିଛି ବଙ୍ଗୋମୁଣ୍ଡା  ସରପଞ୍ଚ ଓ ସମିତି ସଭ୍ୟ ସଂଘ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nrega yojana is closed for 6 months | Argus News