Videos
|
Odisha

ଆଜି ବାହାରିବ ନୂଆଁଖାଇ ଲଗ୍ନ

Ritu Das
Browse all articles by Ritu Das
·2 years ago
ଆଜି ବାହାରିବ ନୂଆଁଖାଇ ଲଗ୍ନ

ଅର୍ଗସ ବ୍ୟୁରୋ: ନୂଆଁଖାଇ ପାଇଁ ଆଜି ଲଗ୍ନ ନିର୍ଦ୍ଧାରିତ ହେବ । ପଶ୍ଚିମ ଓଡ଼ିଶା କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ କରିବେ ପଣ୍ତିତ ମହାସଭା। ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ତିଥିରେ ସମ୍ବଲପୁର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ଶୁଭଲଗ୍ନ ଧାର୍ଯ୍ୟ କରାଯିବ। ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ପଣ୍ଡିତ ମାନେ ଖଡି ପାଞ୍ଜି ଗଣନା କରି ଲଗ୍ନ ନିଦ୍ଧାରିତ କରିଥାନ୍ତି ।

ଲଗ୍ନ ନିର୍ଦ୍ଧାରିତ ପରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଲଗ୍ନ ପ୍ରଦାନ କରିଥାନ୍ତି। ସେହି ଲଗ୍ନ ଅନୁସାରେ ପଶ୍ଚିମ ଓଡିଶା ବାସୀ ନବାନ୍ନ ଭକ୍ଷଣ କରିଥାନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: