Nuapada By Election / ନୂଆପଡ଼ା: ସପ୍ତମ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ
·10 months ago·2 min read

Key Points
ନୂଆପଡ଼ା ଉପନିର୍ବାଚନ
ସପ୍ତମ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି ପ୍ରାର୍ଥୀ

ବୁଝିସାରିଛନ୍ତି ଜନସାଧାରଣ। ସେଥିପାଇଁ ସେହି ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି ଯିଏ ଆଗାମୀ ସମୟରେ ତାଙ୍କ ସହ ଛିଡା ହେବେ। ନୂଆପଡ଼ା ଫଳାଫଳ ସରକାର ଉପରେ ସିଧାସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର ରହିଛି । କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦଶା ଓ ଦିଶାକୁ ପ୍ରମାଣିତ କରିବ । ହେଲେ ସପ୍ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି। ସପ୍ତମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୩୬,୦୮୮ଭୋଟରେ ଆଗୁଆ ରହିଛନ୍ତି। ଏହାସହ ବିଜେଡି-୧୦୭୪୨, କଂଗ୍ରେସ-୯୪୭୪ ଭୋଟ ପାଇଥିବା ଜଣାପଡ଼ିଛି।
ଏଥିସହ ପଢ଼ନ୍ତୁ: ଷଷ୍ଠ ରାଉଣ୍ଡ ସୁଦ୍ଧା ୩୦ ହଜାରରୁ ଅଧିକ ଭୋଟରେ ଆଗରେ ବିଜେପି
ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ଟ୍ରେଣ୍ଡ କରୁଛି ବିଜେପି। ଆଗରେ ରହିଛନ୍ତି ଜୟ ଢ଼ୋଲକିଆ। ଆଜି ଆସିବ ନୂଆପଡ଼ା ଜନାଦେଶ । କିଏ ଜିତିବ ବାଜି, କାହାର ରହିବ ଦବ୍ଦବା, ତାହାକୁ ନେଇ ଜନତାଙ୍କ ରହିଛି ନଜର । ଆରମ୍ଭ ହୋଇଯାଇଛି ଭୋଟ ଗଣତି । ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଜିତିବା ନେଇ ଆଶାବାଦୀ ଅଛନ୍ତି । ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି ।
୮୩.୪୫ ପ୍ରତିଶତ ମତଦାନ କରିଛନ୍ତି ଭୋଟରମାନେ । ଏଥର ନୂଆପଡ଼ାରେ ଭୋଟରମାନେ ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରି ପାରନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଏଠାରେ ଅଧିକ ଭୋଟିଂ ହୋଇଛି । ୨୦୨୪ ଅପେକ୍ଷା ଏଠାରେ ୨୫ ହଜାର ଅଧିକ ମତ ସାବ୍ୟସ୍ତ କରିଛନ୍ତି ଭୋଟରମାନେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁୁ ଓଡିଶା ଖବର:
Related Topics
Explore more stories