Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ନର୍ସିଂ ଅଫିସର

Banajyotshna Ray
Browse all articles by Banajyotshna Ray
·1 year ago
ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ନର୍ସିଂ ଅଫିସର

ଅର୍ଗସ ବ୍ୟୁରୋ:  ଆଜିଠୁ ଆନ୍ଦୋଳନ କରିବାକୁ ନର୍ସିଂ ସଂଘର ନିଷ୍ପତ୍ତି । ଏସମା ଲାଗୁ ସତ୍ତ୍ବେ ଜିଦରେ ଅଟଳ ନର୍ସିଂ ଅଫିସର । ଏପଟେ କିନ୍ତୁ ରାଜ୍ୟରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ବସ୍ତି । ନର୍ସିଂ କର୍ମଚାରୀ ଦେଇଥିବା ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଆଜି ନର୍ସିଂ ଅଫିସରଙ୍କ ସହ ଆଲୋଚନା ହେବ। ଖୁବଶୀଘ୍ର ସେମାନଙ୍କ ଦାବି ପୂରଣ ପାଇଁ ସରକାର ଚେଷ୍ଟା କରୁଛନ୍ତି। ନର୍ସିଂ ଅଫିସରମାନେ ଆନ୍ଦୋଳନ ପ୍ରତ୍ୟାହାର କରିବେ ବୋଲି ଆଶାବାଦୀ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅନ୍ୟପଟେ ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦୁଇଟି ମେଡିକାଲ କଲେଜ। ଫୁଲବାଣୀ ଏବଂ ତାଳଚେର ମେଡ଼ିକାଲ କାର୍ଯ୍ୟକ୍ଷମ ହେବ। ଏନେଇ ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nursing union's decision to strike from today | Argus News