Odia Migrant Labour Death / କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ; ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ ଘରକୁ ଫେରିଲା
·1 hour ago·2 min read

Key Points
ଘରକୁ ଫେରିଲା ଦାଦନଙ୍କ ମୃତଦେହ
ରୋଜଗାର ପାଇଁ ବାହାରକୁ ଯାଇଥିଲେ
ହେଲେ ଶବ ହୋଇ ଘରକୁ ଫେରିଲେ
ରୋଜଗାର ପାଇଁ ବାହାରକୁ ଯାଇଥିଲେ
ହେଲେ ଶବ ହୋଇ ଘରକୁ ଫେରିଲେ
ସୁନ୍ଦରଗଡ଼: ପେଟପାଟଣା ପାଇଁ ଇଚ୍ଛା ନଥିଲେ ସୁଦ୍ଧା ଦାଦନ ଶ୍ରମିକଟିଏ ଘର ଛାଡ଼ିବାକୁ ବାଧ୍ୟ ହୁଏ । ରୋଜଗାର ଅନ୍ଵେଷଣରେ ଘର ଛାଡ଼ି ଅଲଗା ରାଜ୍ୟକୁ କି ଦେଶକୁ ଚାଲିଯାଏ । ଘରଠୁ ଦୂରରେ ରହି ଟଙ୍କା ରୋଜଗାର କରେ । ବେଳେବେଳେ କିନ୍ତୁ ବିଧିର ବିଧାନ ଆଗରେ ସେ ହାର ମାନେ । ଆଶା ଥାଏ ପର୍ବପର୍ବାଣି ଆସିଲେ ଘରକୁ ଯିବ । ହେଲେ ଦିନେ ତାର ମୃତଦେହ ଘରକୁ ଆସେ । ଏମିତି ଏକ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଘାଟକଇଁତରା ଗାଁରେ ।
ପଢନ୍ତୁ ଏହି ଖବର: ହଜାର ହଜାର ମରକ୍କୋ ନାଗରିକଙ୍କୁ ଘଉଡ଼ାଇ ଦେଲା ସେନା: ଚାଲିଗଲା ୧୮ ଜଣଙ୍କ ଜୀବନ
- ଯାଇଥିଲେ ରୋଜଗାର ପାଇଁ ଫେରିଲେ ଶବ ହୋଇ
ପଢନ୍ତୁ ଏହି ଖବର: ହଜାର ହଜାର ମରକ୍କୋ ନାଗରିକଙ୍କୁ ଘଉଡ଼ାଇ ଦେଲା ସେନା: ଚାଲିଗଲା ୧୮ ଜଣଙ୍କ ଜୀବନ
- କାନ୍ଦ ବୋବାଳିରେ ଫାଟିଲା ଗାଁଦାଣ୍ଡ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories