Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାର ୨ ନୂଆ ରେଳ ଲାଇନକୁ ମଞ୍ଜୁର

Rashmita Mishra
Browse all articles by Rashmita Mishra
·1 year ago
ଓଡ଼ିଶାର ୨ ନୂଆ ରେଳ ଲାଇନକୁ ମଞ୍ଜୁର

ଅର୍ଗସ ବ୍ୟୁରୋ:  ଓଡ଼ିଶାର ୨ ନୂଆ ରେଳ ଲାଇନକୁ ମଞ୍ଜୁରୀ । କେନ୍ଦ୍ର କ୍ୟାବିନେଟରେ ନୂଆ ରେଳ ଲାଇନକୁ ମଞ୍ଜୁରୀ ମିଳିଥିବା ନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବରଗଡ ରୋଡ୍ -ନୂଆପଡା ରୋଡ୍‌ ରେଳ ଲାଇନକୁ ମଞ୍ଜୁରୀ ମିଳିଛି । ୧୩୮ କିଲୋମିଟର ଲାଇନରେ ଖର୍ଚ୍ଚ ହେବ ୨୯୨୬ କୋଟି ଟଙ୍କା । ସେହିପରି ସବଡେଗା-ଭାଲୁମୁଣ୍ଡା ରେଳଲାଇନକୁ ମଞ୍ଜୁରୀ ମିଳିଛି । ୩୭ କିଲୋମିଟର ଲାଇନ ପାଇଁ ଖର୍ଚ୍ଚ ହେବ ୧୩୬୦ କୋଟି। ଏହି ନୂଆ ରେଳ ପ୍ରକଳ୍ପ ଓଡ଼ିଶା ପରିବହନକୁ ନୂଆ ଦିଶା ଦେବ ।

ଅଧିକ ପଢନ୍ତୁ  ଓଡ଼ିଶା  ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha approves 2 new railway lines | Argus News