Budget New Scheme / ବଜେଟରେ ୧୬ଟି ନୂଆ ଯୋଜନାର ଘୋଷଣା, ଝିଅ ଓ ମହିଳାମାନଙ୍କୁ ମିଳିବ ଅଧିକ ଫାଇଦା
·4 months ago·2 min read

Key Points
ରାଜ୍ୟ ବଜେଟରେ ୧୬ଟି ନୂଆ ଯୋଜନାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ, ସ୍ମାର୍ଟ ସିଟି ମିସନ, ରେଆର ଆର୍ଥ କରିଡର...
...ଫିଟ୍ ଓଡିଶା ମିସନ ନାଁରେ ଆସିବ ନୂଆ ଯୋଜନା

ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ଆଉ ବାର୍ଦ୍ଧକ୍ୟ ଭତ୍ତା କି ବିଧବା ଭତ୍ତା କିମ୍ବା ଅନ୍ୟ କୌଣସି ଭତ୍ତା ପାଇଁ କାହାରି ମରିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବନି । ସେହିପରି ଏବେ ହେବ ନାହିଁ ବୋଲି ଆଉ ଶୁଣିବାକୁ ପଡ଼ିବନି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏଣିକି ଆମ ସରକାର ଏହାକୁ ଏକ ଗୁରୁତର ଅସଙ୍ଗତି ଭାବେ ସ୍ବୀକାର କରୁଛି ଏବଂ ଏହାର ସମାଧାନ ପାଇଁ "ମଧୁବାବୁ ପେନ୍ସନ ଯୋଜନା" ଅଧୀନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ସାଚୁରେସନ୍ ମୋଡ୍ରେ ଅନ୍ତର୍ଭୁକ୍ତ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ।
ତୁରନ୍ତ ବାଦ ପଡ଼ିଥିବା ୬ ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରାଯିବ । ଭବିଷ୍ୟତରେ ଯେତେବେଳେ କୌଣସି ବ୍ୟକ୍ତି ଆବଶ୍ୟକ ଯୋଗ୍ୟତା ପୂରଣ କରିବେ, ସେମାନଙ୍କୁ ଏହି ସୁବିଧା ପାଇବା ପାଇଁ ଆଉ ପୂର୍ବ ହିତାଧିକାରୀଙ୍କ ମୃତ୍ୟୁ ଦ୍ବାରା ଖାଲି ସ୍ଥାନ ସୃଷ୍ଟି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି । ପୂର୍ବ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ଟାର୍ଗେଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀ ୧୬ଟି ନୂତନ ଯୋଜନା ଘୋଷଣା କରିଛନ୍ତି ।
ରାଜ୍ୟ ବଜେଟରେ ନୂତନ ଯୋଜନା
ଚିଲିକା ପୁନଃରୁଦ୍ଧାର ନାମରେ ନୂଆ ଯୋଜନା
ଷ୍ଟେଟ ସପୋର୍ଟ ଫର୍ ରୁରାଲ ପାଇପ୍ଡ ୱାଟର ସପ୍ଲାଏ ପ୍ରୋଜେକ୍ଟ
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା । ଦୁର୍ବଳ ବର୍ଗ ଝିଅଙ୍କ ନାମରେ ୨୦ ହଜାର ଟଙ୍କା ସଂଚୟ ଉପକରଣ ସୃଷ୍ଟି ଏବଂ ସ୍ନାତକ ସମାପ୍ତ ପରେ ତାଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ।
ସୁଭଦ୍ରା ଶକ୍ତି ସମ୍ବାଦ
ସମ୍ୱନ୍ୱିତ ବତ୍ସଲ୍ୟ ସଦନ ଯୋଜନା ପାଇଁ ୬୨ କୋଟି
ଉଦ୍ୟମୀ ଯୋଜନା ପାଇଁ ୪୦ କୋଟି
ଅଟଳ ରକ୍ତଦାନ ଅଭିଯାନ ଯୋଜନା
ସିଏମ୍ ସମ୍ପଦ ଯୋଜନା
ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ବହି ପ୍ରଦାନ
ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନା ପାଇଁ ୧୦୦ କୋଟି
ଉଚ୍ଚ ଶିକ୍ଷା ସଂସ୍ଥାରେ ଛାତ୍ରୀ ହଷ୍ଟେଲ ନିର୍ମାଣ ପାଇଁ ନୂତନ ଯୋଜନା
ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ଏବଂ ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା
ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ବନ୍ଧୁ ଯୋଜନା
ନୂତନ ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories