Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ କ୍ୟାବିନେଟରେ 17ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ

Smruti Parija
Browse all articles by Smruti Parija
·2 years ago·1 min read
ରାଜ୍ୟ କ୍ୟାବିନେଟରେ 17ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ 17ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କୁ 6 ଲକ୍ଷ ଓ ଅଣ ଶିକ୍ଷକଙ୍କୁ 4 ଲକ୍ଷ ଅବସରକାଳୀନ ସହାୟତା ଘୋଷଣା କରାଯାଇଛି ।  ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଡ୍ରାସ ଶିକ୍ଷକଙ୍କୁ 5 ଲକ୍ଷ ଟଙ୍କା ମିଳିବ ।  ବ୍ଲକ ଗ୍ରାଣ୍ଡ ଶିକ୍ଷକଙ୍କୁ ଏକ କାଳୀନ ମିଳିବ ସହାୟତା । ଅଵସର ପରେ ଶିକ୍ଷକଙ୍କୁ 10 ଲକ୍ଷ ଓ ଅଣଶିକ୍ଷକଙ୍କୁ 5 ଲକ୍ଷ ଟଙ୍କା ସହାୟତା ମିଳିବ । 

ଏଥିପାଇଁ 952 ଶିକ୍ଷକ ଓ 1025 ଜଣ ଅଣ ଶିକ୍ଷକ ଉପକୃତ ହେବେ ବୋଲି ଜଣାପଡିଛି । ଏଣିକି ନୂଆ ଛାତ୍ର ବୃତ୍ତି ଗାଇଡ଼ ଲାଇନ ସଂଶୋଧନ ହୋଇଛି । ଅଣ ବୈଷୟିକ ୟୁଜି ପିଜି ଛାତ୍ରଛାତ୍ରୀ ଏ ଛାତ୍ରବୃତ୍ତିର ଲାଭ ପାଇପାରିବେ । ପୂର୍ବରୁ କେବଳ ଉଚ୍ଚ ଶିକ୍ଷା ବିଭାଗର ପାଠ ପଢୁଥିବା ଛାତ୍ରଛାତ୍ରୀ ଏଥିରୁ ଲାଭ ପାଉଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Cabinet clears proposal to extend one-time cessation benefit to block grant employees on superannuation after 60 years of age; the benefit will be Rs 10 Lakh for teaching staff and Rs 5Lakh for non-teaching staff | Argus News