Millet Day / ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟରେ ପାଳିତ ହେଉଛି ମାଣ୍ଡିଆ ଦିବସ
·10 months ago·2 min read

Key Points
ରାଜ୍ୟ, ଦେଶ ତଥା ବିଦେଶରେ ମାଣ୍ଡିଆର ବହୁଳ ପ୍ରଚାର ପ୍ରସାର ଫଳରେ ଖାଜ୍ୟକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ପୋଷକ ତତ୍ତ୍ୱରେ ଭରପୁର ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ୱରେ ଏହାର ଚାହିଦା ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ଧୀରେଧୀରେ ବଢୁଛି ଖାଦ୍ୟ ସଚେତନତା । ଲୋକଙ୍କ ମଧ୍ୟରେ ବଢୁଛି ମାଣ୍ଡିଆର ଆଦର । କିଛି ବର୍ଷ ମଧ୍ୟରେ ମାଣ୍ଡିଆ ପାଲଟିଛି ଲୋକଙ୍କ ପ୍ରମୁଖ ଖାଦ୍ୟ । ଶକ୍ତି ଯୋଗାଉଛି ଶ୍ରୀଅନ୍ନ । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବଢୁଛି ଚାହିଦା । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟରେ ପାଳିତ ହେଉଛି ମାଣ୍ଡିଆ ଦିବସ ।
ରାଜ୍ୟ, ଦେଶ ତଥା ବିଦେଶରେ ମାଣ୍ଡିଆର ବହୁଳ ପ୍ରଚାର ପ୍ରସାର ଫଳରେ ଖାଜ୍ୟକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ପୋଷକ ତତ୍ତ୍ୱରେ ଭରପୁର ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ୱରେ ଏହାର ଚାହିଦା ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଫଳରେ କୋରାପୁଟ, ରାୟଗଡା ଓ କନ୍ଧମାଳ ଭଳି ଜିଲ୍ଲାରେ ଗୋଷ୍ଠୀ ଆଧାରିତ ମିଲେଟ ଚାଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ । ଉଦଘାଟନୀ ଅଧିବେଶନରେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ।
ଏହାସହ ପଢ଼ନ୍ତୁ: ରାଜ୍ୟରେ ଆହୁରି ବଢିବ ଶୀତ, ୩ରୁ ୪ ଡିଗ୍ରୀ ଖସିବ ପାରଦ
କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଶ୍ରୀଅନ୍ନ ଉତ୍ପାଦନ, ପ୍ରକ୍ରିୟାକରଣ ଓ ଉପଯୋଗକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିବେ । ଏହା ସହିତ କୃଷକଙ୍କ ଆୟ ବୃଦ୍ଧି ଓ ଗ୍ରାମୀଣ ଅର୍ଥନୀତିକୁ ମାଣ୍ଡିଆ ଚାଷ ଦ୍ୱାରା କିଭଳି ସୁଦୃଢ଼ କରାଯିବ ସେନେଇ ମଧ୍ୟ ଭିଜନ ରଖିବେ।
କେନ୍ଦ୍ର ସରକାର 2023 ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଥିଲେ । ମିଲେଟ ଆଧାରିତ କୃଷି ପ୍ରଣାଳୀକୁ ବୃଦ୍ଧି କରିବାରେ ଓଡ଼ିଶା ହୋଇପାରିଛି ଏକ ପ୍ରମୁଖ ରାଜ୍ୟ । ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ ବର୍ଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରୁଛନ୍ତି। ଏବେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ କାର୍ଯ୍ୟ କରୁଛି ଓଡ଼ିଶା ମିଲେଟ ମିଶନ।
ଏହାସହ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫: ଷଷ୍ଠ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଐତିହାସିକ ବାଲିଯାତ୍ରା କଟକର ଆଜି ହେଉଛି ଷଷ୍ଠ ଦିନ । ଆଜି ସୋମବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଗଣକବି ବୈଷ୍ଣବ ପାଣି ମଞ୍ଚ: ଷଷ୍ଠ ଦିନର କାର୍ଯ୍ୟକ୍ରମ
ଉପସ୍ଥାପକ- ଲିଜା ଦାସ
4 PM-4.10 PM - IRCC, ସହାୟ, କଟକ - ଶାନ୍ତି ମଞ୍ଜରୀ ସାହୁ - ପୌରାଣିକ ନୃତ୍ୟ
4.15 PM-4.45 PM - ସୁଧାକର ମିଶ୍ର ଭଜନ ସନ୍ଧ୍ୟା, କଟକ - ସୁଧାକର ମିଶ୍ର - ମ୍ୟୁଜିକାଲ୍ ନାଇଟ୍
4.50 PM-5.00 PM - ଜାଗୃତି ନୃତ୍ୟ କଳାମନ୍ଦିର, କଟକ - ଯାଜ୍ଞସେନୀ ରାୟ - ମାହାରୀ ନୃତ୍ୟ
5.05 PM-5.15 PM - ରୂପାୟନ ସୋସାଇଟ୍, କଟକ - ସ୍ମିତା ମୂଲିଆ - ଓଲ୍ଡ ସିନେମା ସଙ୍ଗ୍ ରିମିକ୍ସ ଭିଲେଜ୍ ସଙ୍ଗ୍ ଡ୍ୟାନ୍ସ
5.20 PM-5.35 PM - ଅଙ୍ଗିକା, କଟକ - ଶ୍ରାବଣୀ ମିତ୍ର - ମଧୁରାଷ୍ଟକମ୍ ଓଡ଼ିଶୀ

Related Topics
Explore more stories