Historic Baliyatra Cuttack / ଐତିହାସିକ ବାଲିଯାତ୍ରା କଟକ-୨୦୨୫: ଷଷ୍ଠ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...
·8 months ago·2 min read

Key Points
ଆଜି ସୋମବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଐତିହାସିକ ବାଲିଯାତ୍ରା କଟକର ଆଜି ହେଉଛି ଷଷ୍ଠ ଦିନ । ଆଜି ସୋମବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଗଣକବି ବୈଷ୍ଣବ ପାଣି ମଞ୍ଚ: ଷଷ୍ଠ ଦିନର କାର୍ଯ୍ୟକ୍ରମ
ଉପସ୍ଥାପକ- ଲିଜା ଦାସ
4 PM-4.10 PM - IRCC, ସହାୟ, କଟକ - ଶାନ୍ତି ମଞ୍ଜରୀ ସାହୁ - ପୌରାଣିକ ନୃତ୍ୟ
4.15 PM-4.45 PM - ସୁଧାକର ମିଶ୍ର ଭଜନ ସନ୍ଧ୍ୟା, କଟକ - ସୁଧାକର ମିଶ୍ର - ମ୍ୟୁଜିକାଲ୍ ନାଇଟ୍
4.50 PM-5.00 PM - ଜାଗୃତି ନୃତ୍ୟ କଳାମନ୍ଦିର, କଟକ - ଯାଜ୍ଞସେନୀ ରାୟ - ମାହାରୀ ନୃତ୍ୟ
5.05 PM-5.15 PM - ରୂପାୟନ ସୋସାଇଟ୍, କଟକ - ସ୍ମିତା ମୂଲିଆ - ଓଲ୍ଡ ସିନେମା ସଙ୍ଗ୍ ରିମିକ୍ସ ଭିଲେଜ୍ ସଙ୍ଗ୍ ଡ୍ୟାନ୍ସ
5.20 PM-5.35 PM - ଅଙ୍ଗିକା, କଟକ - ଶ୍ରାବଣୀ ମିତ୍ର - ମଧୁରାଷ୍ଟକମ୍ ଓଡ଼ିଶୀ
ଉପସ୍ଥାପକ- ସୋମା ମହାପାତ୍ର
5.40 PM-6.00 PM - ମ୍ୟାଜିସିଆନ୍ ପି.ଭାସ୍କର ୱେଲଫେୟାର ସୋସାଇଟ୍, କଟକ - ପି. ଭାସ୍କର - ମ୍ୟାଜିକ୍ ଶୋ'
6.05 PM-6.15 PM - ନୂପୁର, କୋଲକାତା - ଦେବାଶିଷ ଚକ୍ରବର୍ତ୍ତୀ - ମାରୁଣି ଥଲ୍ଟ ଡ୍ୟାନ୍ସ (ପଶ୍ଚିମବଙ୍ଗ ଲୋକନୃତ୍ୟ)
6.20 PM-6.40 PM: ଶୀତଲ ପାତ୍ର
6.45 PM-7.15 PM: ବୈଠକ
7.20 PM-7.30 PM: ସଞ୍ଚାରୀ ଟ୍ରଷ୍ଟ, ଭୁବନେଶ୍ଵର - ରୁଦ୍ର ପ୍ରସାଦ ସ୍ଵାଇଁ- ଦଶାବତାର ନୃତ୍ୟ
7.45 PM-8.00 PM: ଶିଳ୍ପୀକା ସୋସାଇଟ୍ ଅଫ୍ କଲଚର, ଭୁବନେଶ୍ଵର - ବାସୁଦେବ ନାଥ- ନୃତ୍ୟ
8.05 PM-8.15 PM: ବାରବାଟୀ ଯୋଗ ଆସୋସିଏସନ୍, କଟକ - ଦେବାଶିଷ ହଳଦର- ଯୋଗ ନୃତ୍ୟ
8.20 PM-8.30 PM: ପ୍ରେରଣା ଏକାଡେମୀ, ଜୟପୁର - ସୁଶ୍ମିତା ରଥ- ପୌରାଣିକ ନୃତ୍ୟ
8.30 PM-11.00 PM - ଇରା ମହାନ୍ତି ଓ ସାଥି (ଓଲିଉଡ୍)
ଉପସ୍ଥାପକ- ସୁଶ୍ରୀ ସୁଚରିତା ସାମନ୍ତରାୟ/ରବି
4 PM-4.30 PM - ଅର୍କେଷ୍ଟ୍ରା ଗୀତ ସାଗର, କଟକ - ବୀରେନ୍ଦ୍ର କୁମାର ଦାସ - ମେଲୋଡି
4.35 PM-4.45 PM - ନବକଳିକା, କଟକ - ନୃସିଂହ ଚରଣ ସାହୁ - ବାଲିଯାତ୍ରା ବାଲିରୁ ମୁଠେ କାହାଣୀ
4.50 PM-5.05 PM - ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ, ପୁରୀ - ସେବେନ୍ଦ୍ର ଦାସ - ଆହେ ନୀଳ ଶଇଳ
5.10 PM-6.10 PM - କଳା ପରିଷଦ, ଢେଙ୍କାନାଳ - ଅଶୋକ କୁମାର ପଣ୍ଡା - ଗୀତିନାଟ୍ୟ ଅନ୍ ଭୀମ ଭୋଇ
ଉପସ୍ଥାପକ- ଅମ୍ରିତା ମିଶ୍ର
6.15 PM-6.45 PM - ଭାଙ୍ଗଡ଼ା (ପଞ୍ଜାବ) - ରବି କନ୍ନୁର - ଭାଙ୍ଗଡ଼ା
6.50 PM-7 PM - ଇଣ୍ଡିଆନ୍ ଟ୍ରଷ୍ଟ ଫର୍ ଆର୍ଟ କଲଚର, ଭୁବନେଶ୍ଵର - ମନମୋହନ ଶର୍ମା - କାଳୀ ମଙ୍ଗଳା ଚରଣ
7.05 PM-7.15 PM - ନୃତ୍ୟୋଶା, କଟକ - ମାନସୀ ପୃଷ୍ଟି - ଜହ୍ନରେ ଜହ୍ନ ପଲ୍ଲୀ ନୃତ୍ୟ
7.20 PM-7.45 PM- ଲୋକ ଶ୍ରିଙ୍ଗାର ଭାରତୀ, ଛତିଶଗଡ଼ - ଅନୀଲ କୁମାର ଗରେହୱାଲ - ଗେଢ଼ି କଳା
7.50 PM-8.05 PM - ଗୀତାରାଣୀ ଡ୍ୟାନ୍ସ ସ୍କୁଲ୍, ବାଲେଶ୍ଵର - ସୁଦର୍ଶନ ପଣ୍ଡା - ରିମିକ୍ସ
8.10 PM-8.30 PM - କୋରିଓଗ୍ରାଫିକ୍ ବେଙ୍ଗାଲ ନୃତ୍ୟ, E.Z.C.C - ସୁଜିତ୍ କର୍ମକାର - ବେଙ୍ଗାଲି କଳା - ଓଡ଼ିଶୀ
8.35 PM-11.00 PM - ଅକ୍ଷୟ ମହାନ୍ତି ନାଇଟ୍

ଅଧିକ ପଢ଼ନ୍ତୁ: ବାଲିଯାତ୍ରାରେ ବହି ପ୍ରତି ବଢ଼ୁଛି ଭଲ ପାଇବା; ମାଗଣାରେ ଲକ୍ଷେରୁ ଅଧିକ ବହି ବାଣ୍ଟୁଛି ପ୍ରଶାସନ
ଅକ୍ଷୟ ମହାନ୍ତି ମଞ୍ଚ: ଷଷ୍ଠ ଦିନର କାର୍ଯ୍ୟକ୍ରମ
ଉପସ୍ଥାପକ- ସୁଶ୍ରୀ ସୁଚରିତା ସାମନ୍ତରାୟ/ରବି
4 PM-4.30 PM - ଅର୍କେଷ୍ଟ୍ରା ଗୀତ ସାଗର, କଟକ - ବୀରେନ୍ଦ୍ର କୁମାର ଦାସ - ମେଲୋଡି
4.35 PM-4.45 PM - ନବକଳିକା, କଟକ - ନୃସିଂହ ଚରଣ ସାହୁ - ବାଲିଯାତ୍ରା ବାଲିରୁ ମୁଠେ କାହାଣୀ
4.50 PM-5.05 PM - ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ, ପୁରୀ - ସେବେନ୍ଦ୍ର ଦାସ - ଆହେ ନୀଳ ଶଇଳ
5.10 PM-6.10 PM - କଳା ପରିଷଦ, ଢେଙ୍କାନାଳ - ଅଶୋକ କୁମାର ପଣ୍ଡା - ଗୀତିନାଟ୍ୟ ଅନ୍ ଭୀମ ଭୋଇ
ଉପସ୍ଥାପକ- ଅମ୍ରିତା ମିଶ୍ର
6.15 PM-6.45 PM - ଭାଙ୍ଗଡ଼ା (ପଞ୍ଜାବ) - ରବି କନ୍ନୁର - ଭାଙ୍ଗଡ଼ା
6.50 PM-7 PM - ଇଣ୍ଡିଆନ୍ ଟ୍ରଷ୍ଟ ଫର୍ ଆର୍ଟ କଲଚର, ଭୁବନେଶ୍ଵର - ମନମୋହନ ଶର୍ମା - କାଳୀ ମଙ୍ଗଳା ଚରଣ
7.05 PM-7.15 PM - ନୃତ୍ୟୋଶା, କଟକ - ମାନସୀ ପୃଷ୍ଟି - ଜହ୍ନରେ ଜହ୍ନ ପଲ୍ଲୀ ନୃତ୍ୟ
7.20 PM-7.45 PM- ଲୋକ ଶ୍ରିଙ୍ଗାର ଭାରତୀ, ଛତିଶଗଡ଼ - ଅନୀଲ କୁମାର ଗରେହୱାଲ - ଗେଢ଼ି କଳା
7.50 PM-8.05 PM - ଗୀତାରାଣୀ ଡ୍ୟାନ୍ସ ସ୍କୁଲ୍, ବାଲେଶ୍ଵର - ସୁଦର୍ଶନ ପଣ୍ଡା - ରିମିକ୍ସ
8.10 PM-8.30 PM - କୋରିଓଗ୍ରାଫିକ୍ ବେଙ୍ଗାଲ ନୃତ୍ୟ, E.Z.C.C - ସୁଜିତ୍ କର୍ମକାର - ବେଙ୍ଗାଲି କଳା - ଓଡ଼ିଶୀ
8.35 PM-11.00 PM - ଅକ୍ଷୟ ମହାନ୍ତି ନାଇଟ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories