Videos
|
Odisha

୧୨ ତାରିଖ ଅପରାହ୍ନ ୪ଟା ୪୫ ମିନିଟରେ ଶପଥ ଗ୍ରହଣ କରିବେ ଓଡିଶା ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
୧୨ ତାରିଖ ଅପରାହ୍ନ ୪ଟା ୪୫ ମିନିଟରେ ଶପଥ ଗ୍ରହଣ କରିବେ ଓଡିଶା ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ୧୨ ତାରିଖ ଅପରାହ୍ନ ୪ଟା ୪୫ ମିନିଟରେ ଶପଥ ଗ୍ରହଣ କରିବେ ଓଡିଶା ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶପଥ ଗ୍ରହଣ ଉତ୍ସବକୁ ଆଶିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୨ଟା ୧୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ସିଧା ରାଜଭବନ ଯିବେ ପ୍ରଧଆନମନ୍ତ୍ରୀ ।  ପୋଲିସ କମିଶନ ସଞ୍ଜୀବ ପଣ୍ଡାଙ୍କ ଗଣମାଧ୍ୟମକୁ ସୂଚନା ।

ଅଧିକ ପଢନ୍ତୁ : ୧୨ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

ଶପଥଗ୍ରହଣ ଉତ୍ସବରେ ୩୫ ହଜାର ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ବୁଧବାର ଦିନ ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ରାଜଭବନରୁ ବାହାରି ଜନତା ମଇଦାନ ଯାଏ କରିବେ ରୋଡ୍ ସୋ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Chief Minister will take oath at 4:45 PM on 12th | Argus News