Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mohan Majhi: ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଭେଟି, ୭ ମ୍ୟୁନିସିପାଲିଟି ଓ ୧୬ ନୂଆ NAC କଲେ ଘୋଷଣା

santosh Kumar Sahoo
Browse all articles by santosh Kumar Sahoo
·10 months ago
Mohan Majhi: ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଭେଟି, ୭ ମ୍ୟୁନିସିପାଲିଟି ଓ ୧୬ ନୂଆ NAC କଲେ ଘୋଷଣା

Key Points

ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଭେଟି । ୭ ମ୍ୟୁନିସିପାଲିଟି ସହ ୧୬ ନୂଆ NAC କଲେ ଘୋଷଣା । 

ସ୍ବାୟତ୍ତ ଶାସନ ଦିବସରେ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୭ଟି ନୂଆ ମ୍ୟୁନିସପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁର ନୂଆ ମ୍ୟୁନିସପାଲିଟି ଘୋଷଣା । ସେହିପରି କବିସୂର୍ଯ୍ୟନଗର ଓ ପୋଲସରା ମଧ୍ୟ ନୂଆ ମ୍ୟୁନିସପାଲିଟି ହୋଇଛି ।


ସେହିପରି ୧୬ ନୂଆ NAC ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋଇସିଂହା, ସୋହେଲା, ବଡ଼ମ୍ବା, ନରସିଂହପୁର, ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁରକୁ ମୁଖ୍ୟମନ୍ତ୍ରୀ NAC ଘୋଷଣା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha CM Mohan Charan Majhi Declares 7 New Municipalities and 16 NACs on Self-Governance Day | Argus News