Cyclone High Level Meeting / ଜଣାପଡ଼ିଗଲା ଏଇଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା; ଅପରାହ୍ନ ୪ଟାରେ SRC ଅଫିସରେ ବଡ଼ ବୈଠକ
·41 mins ago·2 min read

Key Points
ସମ୍ଭାବ୍ୟ ବାତ୍ୟା ପାଇଁ ଅପରାହ୍ଣରେ ବୈଠକ
ଅପରାହ୍ଣ ୪ଟାରେ ଏସଆରସି ଅଫିସରେ ବୈଠକ
ସମସ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ
ଅପରାହ୍ଣ ୪ଟାରେ ଏସଆରସି ଅଫିସରେ ବୈଠକ
ସମସ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇପାରେ । ଲ୍ୟାଣ୍ଡଫଲ୍ ବେଳେ ଅତି ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟାର ମୁକାବିଲା ନେଇ ଆଜି ଅପରାହ୍ନ ୪ଟାରେ ସ୍ଵତନ୍ତ୍ର ରିଲିଫ କମିଶନର (SRC)ଙ୍କ ଅଫିସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ସମସ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ରହିଛି । IMD ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । ବାତ୍ୟା ଆନ୍ଧ୍ର ଉପକୂଳ ଛୁଇଁବା ନେଇ ସୂଚନା ଥିବା ବେଳେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ପଢନ୍ତୁ ଏହି ଖବର: ପୁଣି ଆଉ ଏକ ବାତ୍ୟା ମାଡ଼ି ଆସୁଛି; ୩ଦିନରେ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ
- ଏଇଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା
- ଓଡ଼ିଶାରେ ୪ଦିନ ପ୍ରବଳ ବର୍ଷା ଆଶଙ୍କା
ପଢନ୍ତୁ ଏହି ଖବର: ପୁଣି ଆଉ ଏକ ବାତ୍ୟା ମାଡ଼ି ଆସୁଛି; ୩ଦିନରେ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୧୮ରୁ ୨୧ ତାରିଖ ଯାଏଁ ସମୁଦ୍ର ମନା
Related Topics
Explore more stories