ଜାତୀୟ ହାର ତୁଳନାରେ ଓଡିଶା ୧୨.୪ ପ୍ରତିଶତ ପଛୁଆ
·1 year ago

ଅର୍ଗସ ବ୍ୟୁରୋ : ଉପସ୍ଥାପିତ ହେଲା ଓଡ଼ିଶାର ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ। ରାଜ୍ୟର ଅଭିବୃଦ୍ଧି ହାର ୮.୫ ପ୍ରତିଶତ ହେବା ନେଇ ଆକଳନ । ୨୦୨୨-୨୩ ରେ ଅଭିବୃଦ୍ଧି ହାର ଥିଲା ୭.୯% । ଓଡ଼ିଶାର ମୁଣ୍ଡପିଛା ଆୟ ୧ ଲକ୍ଷ ୬୧ ହଜାର ୪୩୭, ଜାତୀୟ ମୁଣ୍ଡପିଛା ଆୟଠାରୁ ଓଡ଼ିଶାର ଆୟ ୧୨.୪ % କମ୍ । ବହୁବିଧ ଦାରିଦ୍ର୍ୟ ମୁଣ୍ଡଗଣତି ଅନୁସାରେ ଓଡ଼ିଶା ଷଷ୍ଠ ସ୍ଥାନରେ 17ଟି ରାଜ୍ୟ ଭିତରୁ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି । କୃଷି ଅଭିବୃଦ୍ଧି ହାର 2023-24ରେ 3.5% ରହିବା ନେଇ ଆକଳନ
ଅଧିକ ପଢନ୍ତୁ : ଅର୍ଥନୈତିକ ସର୍ଭେ ରିପୋର୍ଟ ; ବିକାଶ ପଥରେ ଭାରତ
ରାଜ୍ୟର ଚାଷୀଙ୍କ ଆୟ ବୃଦ୍ଧି ଉପରେ ସର୍ଭେ ରିପୋର୍ଟରେ ଗୁରୁତ୍ୱ । ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର 8.7% ରହିବା ନେଇ ଆକଳନ। ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର 9.2% ରହିବା ନେଇ ସର୍ଭେ ରିପୋର୍ଟରେ ଆକଳନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: