Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଟିଏ ପରେ ଗୋଟିଏ ଧାଡ଼ିବାନ୍ଧି ଆସିବାରେ ଲାଗିଛି ଲଘୁଚାପ

Smruti Parija
Browse all articles by Smruti Parija
·1 year ago
ଗୋଟିଏ ପରେ ଗୋଟିଏ ଧାଡ଼ିବାନ୍ଧି ଆସିବାରେ ଲାଗିଛି ଲଘୁଚାପ

ଅର୍ଗସ ବ୍ୟୁରୋ: ଆସୁଛି ଆଉ ଏକ ଲଘୁଚାପ । ଗୋଟିଏ ପରେ ଗୋଟିଏ ଧାଡ଼ିବାନ୍ଧି ଆସିବାରେ ଲାଗିଛି ଲଘୁଚାପ । ୨୪ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି ।  ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ନିକଟ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି ।  ବର୍ତ୍ତମାନ ସାରା ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଫୁଲୁଛି ରାଜ୍ୟର ବିଭିନ୍ନ ନଦୀ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି । 

ଆହୁରି ପଢନ୍ତୁ ପାଣିପାଗ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-expecting-one-more-low-pressure | Argus News