Odisha Diamond Factory / ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ବଡ଼ ବିପ୍ଳବ, ରାଜ୍ୟରେ ପ୍ରଥମ ଥର ପ୍ରତିଷ୍ଠା ହେବ ହୀର କାରଖାନା
·2 hours ago·1 min read

Key Points
ଓଡ଼ିଶାରେ ହେବ ହୀରା କାରଖାନା
୭୬ ହଜାର କୋଟିର ନିବେଶକୁ ମଞ୍ଜୁରି
ଖୋର୍ଦ୍ଧାରେ ହୀରା କାରଖାନା, ୮ ହଜାରରୁ ଅଧିକ ଚାକିରି

ଓଡ଼ିଶାରେ ହେବ ହୀରା କରଖାନା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକରେ ୯ଟି ଜିଲ୍ଲାର ୨୦ଟି ମେଗା ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ମୋଟ ୭୬ ହଜାର ୬୧୨ କୋଟି ଟଙ୍କାର ନିବେଶ ସହ ୫୦ ହଜାର ୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
କିରା ଡାମ୍ ଏଲଏଲପି, ଅଞ୍ଜଳି ଲାବଟେକ୍ ଲିମିଟେଡ୍ ଏବଂ ଗ୍ରୋ ମ୍ୟାଗ୍ନିଫିସେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଭାବେ ଖୋର୍ଦ୍ଧାରେ ୯ ହଜାର ୮୧୭ କୋଟି ଟଙ୍କା ନିବେଶ କରି ହୀରା କାରଖାନା ସ୍ଥାପନ କରିବେ । ଏଥିରୁ ୮ ହଜାର ୧୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଟାଟା ପାୱାର ରିନ୍ୟୁଏବଲ୍ ଏନର୍ଜି ଗଞ୍ଜାମରେ ୧୦ ହଜାର କୋଟି ଟଙ୍କା ନିବେଶ କରି ସୋଲାର ପିଭି ସେଲ୍, ଇନଗଟ୍ ଓ ୱେଫର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏଥିରେ ୫ ହଜାର ଚାକିରି ସୃଷ୍ଟି ହେବ ।
ସେହିପରି ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ୧ ହଜାର ୭୧୦ କୋଟି ଟଙ୍କା ନିବେଶ କରି ଆଉ ଏକ ସୋଲାର ପିଭି ସେଲ୍ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୫୧୯ ଜଣଙ୍କୁ ନିଯୁକ୍ତି ମିଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories