Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Free Bus Service / ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା

Rashmita Mishra
Browse all articles by Rashmita Mishra
·10 months ago·1 min read
ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା

Key Points

ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା
ୟୁନିଫର୍ମ ପିନ୍ଧି ପରିଚୟପତ୍ର ଦେଖାଇଲେ ମିଳିବ ସୁବିଧା

ସ୍କୁଲ ଓ କଲେଜ ଫଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ଏଣିକି ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣା ରେ ବସରେ ଯାଆସ କରିପାରିବେ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍‌ ସେବାକୁ ଅନୁମୋଦନ ମିଳିଛି । ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଗଣ ଶିକ୍ଷା ସଚିବଙ୍କ ଚିଠି ।


ଆହୁରି ପଢନ୍ତୁ: ଆଜିଠୁ ଭୁବନେଶ୍ବରରେ ବୁଲାକୁକୁର ଗଣତି, ୨ଟି ପର୍ଯ୍ୟାୟରେ ଗଣିବେ ୪୧୦ ଟିମ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ୍ ଯାତ୍ରା ପାଇଁ ଯୋଗ୍ୟ । ID କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ବସ୍‌ରେ ମାଗଣା ଯାଇପାରିବେ । ଛାତ୍ରଛାତ୍ରୀ ଯାଉଥିବା ରୁଟ୍‌ ଓ ଟାଇମିଂକୁ ଦେଖିବାକୁ OSRTCକୁ ଅନୁରୋଧ । ଯେପରି ଅଧିକରୁ ଅଧିକ ପିଲା ବସ୍‌ ସେବା ପାଇପାରିବେ ତାହାକୁ ଗୁରୁତ୍ବ । ଏନେଇ ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର... 

Sponsored
Free Bus Travel for School Students in Odisha | Argus News | Argus News