Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଣିରୁ ନିଜସ୍ବ ଟିକସ ଆଦାୟ କରିପାରିବେନି ଓଡ଼ିଶା ସରକାର

Smruti Parija
Browse all articles by Smruti Parija
·1 year ago
ଖଣିରୁ ନିଜସ୍ବ ଟିକସ ଆଦାୟ କରିପାରିବେନି ଓଡ଼ିଶା ସରକାର

ଅର୍ଗସ ବ୍ୟୁରୋ: ଖଣିରୁ ଟିକସ ଆଦାୟ କରିପାରିବନି ରାଜ୍ୟ । ଖଣିରୁ ନିଜସ୍ବ ଟିକସ ଆଦାୟ କରିପାରିବେନି ଓଡ଼ିଶା ସରକାର । ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନାରେ ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆଦାୟ କରିପାରିବେନି କହିଲେ ।  ପୂର୍ବରୁ ହାଇକୋର୍ଟ ଏହି ନିୟମକୁ ମଧ୍ୟ ରଦ୍ଦ କରିଥିଲେ ।  ତତ୍‌କାଳୀନ ବିଜେଡି ସରକାର ନିଜସ୍ବ ଟିକସ ନିୟମ ଆଣିଥିଲେ । ଖଣି ମାଲିକ ଏହାକୁ ଚ୍ୟାଲେଞ୍ଜ୍‌ କରି ହାଇକୋର୍ଟ ଯାଇଥିଲେ ।  

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha government cannot collect its own tax from mining-said-minister-in-assembly | Argus News