Heat Wave Alert / ଆହୁରି ୫ ଦିନ ପର୍ଯ୍ୟନ୍ତ ଜଳିବ ଓଡ଼ିଶା, ୫ ଦିନ ପରେ ବର୍ଷା ସମ୍ଭାବନା,ଖରାରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି
·3 months ago·2 min read

Key Points
ଜଳିବ ପଶ୍ଚିମ ଓଡ଼ିଶା
ହିଟ୍ୱେଭ ପାଇଁ ୮ ଜିଲ୍ଲାକୁ ୱାର୍ଣ୍ଣିଂ
ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ
ସୁବର୍ଣ୍ଣପୁର, ବରଗଡ଼, ନୂଆପଡା ଓ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମର ଲହରୀ

ଭୁବନେଶ୍ଵର, ୨୫/୫ :ପଶ୍ଚିମରୁ ଉପକୂଳ ପର୍ଯ୍ୟନ୍ତ, ସବୁଠି ଖଇ ଫୁଟିଲା ଭଳି ଖରା । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ବହୁ ପରିମାଣରେ ପ୍ରଭାବିତ କରିଛି। କେଉଁଠି ଅଂଶୁଘାତ ମୃତ୍ୟୁ ଖବର ଆସିଲାଣି ତ ଆଉ କେଉଁଠି ପାଣି ପାଇଁ ହାହାକାର ସ୍ଥିତି। ଏହାରି ଭିତରେ ପାଣିପାଗ ବିଭାଗର ଆକଳନ ଆହୁରି ଚିନ୍ତା ବଢ଼ାଇଛି। ଆସନ୍ତା ୫ଦିନ ଯାଏଁ ପ୍ରବଳ ଖରା ଓ ଗରମ ମରେ ସାରା ଓଡ଼ିଶା ସିଝିବା ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ (ହିଟ୍ୱେଭ୍) ପରିସ୍ଥିତି ଉପୁଜିବାକୁ ଥିବାରୁ ଅରେଞ୍ଜ ୱାଣ୍ଡିଂ ଜାରି ହୋଇଛି।
ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅରେଞ୍ଜ ୱାର୍ଣ୍ଣି ଦିଆଯାଇଛି। ଏହି ସମୟରେ ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିପାରେ | ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ବେଳେ ସମ୍ବଲପୁର ଓ ବଲାଙ୍ଗୀରରେ ଉଷ୍ମ ଉଷ୍ମ ରାତି ରହିବ ଉପକୂଳ ଓଡ଼ିଶାରେ ଗରମ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାରୁ ୟେଲୋ ୱାଣ୍ଡିଂ ଦିଆଯାଇଛି। । ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗୀର,ସମ୍ବଲପୁର, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଅରେଞ୍ଜ ୱାଣ୍ଡିଂ ଜାରି ହୋଇଛି।
ପଢନ୍ତୁ ଏହି ଖବର: ଆହୁରି ୫ ଦିନ ଜଳିବ ଓଡିଶା, ୨୮ରୁ ମିଳିପାରେ ତାତିରୁ ତ୍ରାହି
ସେପଟେ ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଖରାରୁ ସାମାନ୍ୟ ଆଶ୍ଵସ୍ତି ମିଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଜି ମଧ୍ୟ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା । ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିବା ବେଳେ ୨୦ଟି ସହରରେ ୪୦ ଡିଗ୍ରି ପାର୍ କରିଛି| ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୫.୬, ଭବାନୀପାଟଣାରେ ୪୫.୪, ସମ୍ବଲପୁରରେ ୪୫.୩, ସୁବର୍ଣ୍ଣପୁରରେ ୪୫.୨ ଏବଂ ବଲାଙ୍ଗୀରରେ ୪୫ ଡିଗ୍ରି ରହିଥିଲା। ଏହାବ୍ୟତୀତ ଝାରସୁଗୁଡ଼ାରେ ୪୪.୮, ହୀରାକୁଦରେ ୪୪.୫, ନୂଆପଡ଼ାରେ ୪୪, ଅନୁଗୁଳରେ ୪୨.୭, ଫୁଲବାଣୀ ଧୀରେ ୪୨.୫, ନବରଙ୍ଗପୁରରେ ୪୨.୨, ବରଗଡ଼ ଓ ମାଲକାନଗିରିରେ ୪୨ ଡିଗ୍ରି ଲେଖାଏଁ ରହିଥିଲା । ଉପକୂଳରେ ରେ ତାପମାତ୍ରା କମ୍ ର ରହିଥିଲେ ମଧ୍ୟ ହିଟ୍ ଇଣ୍ଡେକ୍ସ (ଅନୁଭୂତ ତାପମାତ୍ରା Iତ୍ରା) ଥିଲା ଅଧିକ ଭୁବନେଶ୍ଵର ଓ ପୁରୀ ତାପମାତ୍ରା ଯଥାକ୍ରମେ ୩୮.୪ ଡିଗ୍ରି ଓ ୩୪.୮ ଡିଗ୍ରି ରହିଥିଲେ ଲେ ମଧ୍ୟ ୫୨ ଡିଗ୍ରି ପରି ଅନୁଭୂତ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବିଶେଷଜ୍ଞ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୪ରୁ ରୁ ୫ ଦିନ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପ୍ରଚଣ୍ଡ ସୂର୍ଯ୍ୟକିରଣ ଓ ଶୁଷ୍କ ଉତ୍ତର-ପଶ୍ଚିମା ପବନ ଯେ ଯୋଗୁଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର Q ଜିଲ୍ଲାଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା ୪୩ରୁ ୪୫ ଡିଗ୍ରି ମଧ୍ୟରେ ରୁ ୪୫ ଡିଗ୍ରି ମଧ୍ୟରେ ରହିବ। ଜୁନ୍ ଦ୍ବିତୀୟ ସପ୍ତାହରେ ମୌସୁମୀ ସାରା ରାଜ୍ୟରେ ସକ୍ରିୟ ହୋଇଯିବା ଦିନର ତାପମାତ୍ରା କମିବ ବୋଲି ସେ ଆକଳନ କରିଛନ୍ତି ।
Related Topics
Explore more stories