Rain Alert / ୩ ଦିନ ବର୍ଷା, ରେଡ୍ ଆଲର୍ଟ; ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍
·26 mins ago·2 min read

Key Points
ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ୍ କରିଛନ୍ତି । ସରକାରୀ ଅଧିକାରୀମାନେ ତୁରନ୍ତ ସେମାନଙ୍କ ମୁଖ୍ୟାଳୟକୁ ଫେରି ଆସି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଭବାନୀପାଟଣା: ବଙ୍ଗୋପସାଗରରେ ଲଘୁଚାପ । ପ୍ରଭାବରେ ଭିଜୁଛି ଓଡ଼ିଶା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ଭୀଷଣ ବର୍ଷା ନେଇ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଦେଇଛି ।
ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ଗୁରୁବାର ସକାଳୁ ବର୍ଷା ଲାଗି ରହିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ସହ ଘଡ଼ଘଡ଼ ଓ ବଜ୍ରପାତ ନେଇ ସତର୍କତା ଜାରି ହୋଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ ରହିଛି ।
ଏଥିସହ ପଢ଼ନ୍ତୁ: ଚାକିରିର ପ୍ରଲୋଭନ ଦେଖାଇ ହୋଟେଲରେ ବନ୍ଦୀ! ବାର୍ରେ ନାଚିବାକୁ କରାଯାଉଥିଲା ବାଧ୍ୟ
ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ୍ କରିଛନ୍ତି । ସରକାରୀ ଅଧିକାରୀମାନେ ତୁରନ୍ତ ସେମାନଙ୍କ ମୁଖ୍ୟାଳୟକୁ ଫେରି ଆସି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥିସହ ପୂର୍ବ ଅନୁମତି ବିନା ସେମାନଙ୍କ ମୁଖ୍ୟାଳୟ ନ ଛାଡ଼ିବା ଲାଗି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ଷାଜନିତ ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଲାଞ୍ଜିଗଡ଼ ଅଞ୍ଚଳରେ ପ୍ରବଳ ବର୍ଷାରେ ଫସଲ ନଷ୍ଟ ହୋଇଛି । ଭବାନୀପାଟଣା ସହରର କେତେକ ସ୍ଥାନ ଜଳମଗ୍ନ ହୋଇଛି ।
୩ ଦିନ ପ୍ରବଳ ବର୍ଷା
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । ଆଜି ଭୀଷଣ ବର୍ଷା ନେଇ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ରହିଛି । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କାଳବୈଶାଖୀ ନେଇ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।
ସେହିଭଳି ୧୧ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟକୁ ରହିଛି ଅରେଞ୍ଜ ଆଲର୍ଟ । ଉପରୋକ୍ତ ୩ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ପ୍ରବଳ ବର୍ଷା ନେଇ ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।
ଏଥିସହ ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ ଓରାଙ୍ଗଉଟାନ, ଭାରତ ଆସିଲେ କେମିତି ଉଠିଲା ବଡ଼ ପ୍ରଶ୍ନ?
ଉପକୂଳ ଅଶାନ୍ତ

ଲଘୁଚାପ ପାଇଁ ଓଡ଼ିଶା ଉପକୂଳ ଅଶାନ୍ତ ରହିଛି । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ବେଳେ ବେଳେ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ଝଟ୍କା ପବନ ବହିପାରେ । ଏଭଳି ସ୍ଥିତି ଓଡ଼ିଶା ଉପକୂଳରେ ଆଗାମୀ ୪୮ ଘଣ୍ଟା ଲାଗି ରହିପାରେ । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ୨ ଦିନ ପାଇଁ ପ୍ରବେଶ ବାରଣ କରାଯାଇଛି ।
Related Topics
Explore more stories