Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha IAS Reshuffle / IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର

Santosh Kumar Sahoo
Browse all articles by Santosh Kumar Sahoo
·6 months ago
IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର
IAS Reshuffle

Key Points

IAS ସ୍ତରରେ ବଡ଼ ଅଦଳବଦଳ
ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର
ଗୃହ ବିଭାଗର ACS ଭାବେ ହେମନ୍ତ ଶର୍ମାଙ୍କୁ ଦାୟିତ୍ବ
ନୂଆବର୍ଷରେ ବରିଷ୍ଠ IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର । ଅନୁ ଗର୍ଗଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର । ଗୃହ ବିଭାଗର ACS ଭାବେ ହେମନ୍ତ ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ରାଜସ୍ୟ ବୋର୍ଡର ସଦସ୍ୟ ହେଲେ ସତ୍ୟବ୍ରତ ସାହୁ । ଶୋଭା ଶର୍ମାଙ୍କୁ ମିଳିଲା ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି ।

ସେହିପରି ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ରାଜେଶ୍ ପ୍ରଭାକର ପାଟିଲ ହେଲେ ସ୍ଵତନ୍ତ୍ର ରିଲିଫ କମିଶନର । ମଧୁସ୍ମିତା ରଥ ହେଲେ ନୟାଗଡ଼ ଜିଲ୍ଲାପାଳ । ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାପାଳ ଦାୟିତ୍ଵ ମିଳିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Major IAS Reshuffle in Odisha: Deoranjan Singh Appointed Development Commissioner | Argus News