Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

IAS ସ୍ତରରେ ଅଦଳବଦଳ, ଆୟୁଷ ନିର୍ଦ୍ଦେଶିକା ହେଲେ ଅଞ୍ଜନା ପଣ୍ଡା

Santosh Kumar Sahoo
Browse all articles by Santosh Kumar Sahoo
·10 months ago
IAS ସ୍ତରରେ ଅଦଳବଦଳ, ଆୟୁଷ ନିର୍ଦ୍ଦେଶିକା ହେଲେ ଅଞ୍ଜନା ପଣ୍ଡା

Key Points

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବିଜୟ ଅମୃତ କୁଲାଙ୍ଗେ ପଶୁପାଳନ ଓ ପଶୁ ଚିକିତ୍ସା ସେବା ନିର୍ଦ୍ଦେଶକ ।

IAS ସ୍ତରରେ ଅଦଳବଦଳ । IAS ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ବିଜୟ ଅମୃତ କୁଲାଙ୍ଗେ ପଶୁପାଳନ ଓ ପଶୁ ଚିକିତ୍ସା ସେବା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । ସେହିପରି ବିଜୟ ଅମୃତ କୁଲାଙ୍ଗେଙ୍କୁ ମଧ୍ୟ ଓମ୍‌ଫେଡ୍‌ MD ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି ।


ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ସଷ୍ଟି ହେଲା ପୁଣି ଆଉ ଏକ ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଜାତି, ଜନଜାତି ଓ ପଛୁଆ ବର୍ଗ ବିକାଶର ଅତିରିକ୍ତ ସଚିବ ଭାବେ ପରମଜିତ୍‌ ନାୟକ ଦାୟିତ୍ବ ତୁଲାଇବେ । ଅନ୍ୟପଟେ ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶିକା ଓ ପି. ଅନ୍ଵେଷା ରେଡ୍ଡୀଙ୍କୁ IGR କଟକର ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି ।

Sponsored
IAS Reshuffle in Odisha: Anjana Panda Appointed Ayush Director | Argus News