Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପି ଫୋକସରେ ଓଡ଼ିଶା

Odisha

ବିଜେପି ଫୋକସରେ ଓଡ଼ିଶା

Banajyotshna Ray
Browse all articles by Banajyotshna Ray
·2 years ago
ବିଜେପି ଫୋକସରେ ଓଡ଼ିଶା

ଅର୍ଗସ ବ୍ୟୁରୋ:  ବିଜେପି ଫୋକସରେ ଓଡ଼ିଶା। ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ହେଭିୱେଟଙ୍କ ପ୍ରଚାର। ଗୃହମନ୍ତ୍ରୀ ଅମିତ ଶାହା,ରେଳମନ୍ତ୍ରୀ ଅଶ୍ବିନି ବୈଷ୍ଣବ, ହେମାମାଳିନି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ  ରାଜ୍ୟର ବିଭିନ୍ନ ସ୍ଥାନରେ ରୋଡ ଶୋ ଓ ସାଧାରଣ ସଭା। ରାଉରକେଲାରେ ଜନସଭା କରିବେ ଅମିତ୍ ଶାହ। ଆଠଗଡ଼ ଓ ନରସିଂହପୁରରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜନସଭା। ଭୁବନେଶ୍ବର, କଟକ ଓ ପିପିଲିରେ ପ୍ରଚାର କରିବେ ହେମାମାଳିନୀ। ଆସାମ, ଛତିଶଗଡ଼ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବି କରିବେ ମାରାଥନ ପ୍ରଚାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Odisha in BJP focus | Argus News