Odisha Interim DGP / ଅନ୍ତରୀଣ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବିନୟତୋଷ ମିଶ୍ର; ରିପୋର୍ଟ କାର୍ଡ ଦେଲେ ୱାଇ.ବି ଖୁରାନିଆ
·2 weeks ago·3 min read

Key Points
ପୋଲିସ ଡିଜି ଭାବେ ଅନ୍ତରୀଣ ଦାୟିତ୍ଵ ନେଲେ ବିନୟତୋଷ
୧୯୯୩ ବ୍ୟାଚ୍ର ବରିଷ୍ଠ IPS ଅଫିସର ବିନୟତୋଷ ମିଶ୍ର
ବିଦାୟୀ ଡିଜିପିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଅନ୍ତରୀଣ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବିନୟତୋଷ ମିଶ୍ର । ରାଜ୍ୟର ଅନ୍ତରୀଣ ପୋଲିସ ଡିଜି (DG) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ୧୯୯୩ ବ୍ୟାଚ୍ର ଏହି ବରିଷ୍ଠ IPS ଅଫିସର ଦାୟିତ୍ୱ ନେବା ପରେ ପୋଲିସ ସେବାକୁ ଅଧିକ କ୍ରିୟାଶୀଳ ଓ ଜନକୈନ୍ଦ୍ରିକ କରିବାକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ଦାୟିତ୍ୱ ଗ୍ରହଣ ପରେ ବିନୟତୋଷ ମିଶ୍ର କହିଛନ୍ତି, "ଏହି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱକୁ ସେ ସୁଚାରୁରୂପେ ତୁଲାଇବେ। ରାଜ୍ୟରେ 'ଜନତା ପ୍ରଥମ' ନୀତିକୁ ପ୍ରାଧାନ୍ୟ ଦିଆଯିବ ଏବଂ ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସୁଖଦୁଃଖରେ ଛିଡ଼ା ହେବ । ଏହାସହ ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ନଜରରେ ରଖି ଓଡ୍ରାଫ୍ ଟିମ୍କୁ ଆବଶ୍ୟକ ସ୍ଥାନଗୁଡ଼ିକରେ ମୁତୟନ କରାଯାଇଛି ଏବଂ ବିପନ୍ନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯିବ । ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ସାଇବର ଅପରାଧ ରୋକିବା ପାଇଁ ବଡ଼ ପଦକ୍ଷେପ ନିଆଯିବ । ଷ୍ଟେଟ୍ ସାଇବର ୟୁନିଟ୍ ସ୍ଥାପନ ପରେ ଏହା ଅଧିକ କ୍ରିୟାଶୀଳ ହେବ। ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଦୃଢ଼ ପ୍ରୟାସ ଜାରି ରହିବ।"
ହାସ୍ୟରସ ଛଳରେ ସେ କହିଛନ୍ତି, "ବର୍ତ୍ତମାନ ବାପାଙ୍କର ଅଫିସ୍ ବସ୍ ଚେଞ୍ଜ୍ ହୋଇଯିବ ଏବଂ ମାଆ ହିଁ ତାଙ୍କର ନୂଆ ବସ୍ ହେବେ ।" ଜଣେ ବାପା ଭାବେ ତାଙ୍କ ଭୂମିକା ସମ୍ପର୍କରେ ଶୁଭମ କହିଛନ୍ତି ଯେ, ଜଣେ ଶ୍ରେଷ୍ଠ ବାପା ଭାବେ ସେ ନିଜର ସମସ୍ତ କର୍ତ୍ତବ୍ୟ ତୁଲାଇଛନ୍ତି । ଯେଉଁଠି କଠୋର ହେବା କଥା ସେଠାରେ କଠୋରତା ଏବଂ ଯେଉଁଠି ନମ୍ର ହେବା କଥା ସେଠାରେ ନମ୍ରତା ପ୍ରଦର୍ଶନ କରିଛନ୍ତି । କଠିନରୁ କଠିନ ସମୟରେ ବି ଧୈର୍ଯ୍ୟ ରଖି ଶାନ୍ତ ସ୍ୱଭାବରେ କାର୍ଯ୍ୟ କରିବା ତାଙ୍କର ସବୁଠାରୁ ବଡ଼ ଗୁଣ । ତାଙ୍କର ଏହି ନିଷ୍ଠା ଓ ସେବା ମନୋଭାବ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା ହୋଇ ରହିବ ।

- ବିଦାୟ ନେଲେ ୱାଇ ବି ଖୁରାନିଆ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ବିଦାୟୀ ଡିଜିପିଙ୍କ ସ୍ତ୍ରୀ ରୁଚିରା ଖୁରାନିଆ ନିଜର ଅନୁଭୂତି ବାଣ୍ଟି କହିଛନ୍ତି ଯେ, କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିବା ପରେ ଏଠାରେ କାମ କରିବାର ଅନୁଭବ ବହୁତ ସୁନ୍ଦର ଥିଲା। ସେ ସଦାସର୍ବଦା ୨୪ ଘଣ୍ଟା ଓଡ଼ିଶା ପୋଲିସ ଏବଂ ରାଜ୍ୟର ସୁରକ୍ଷା କଥା ଚିନ୍ତା କରୁଥିଲେ। ସେବାକାଳ ମଧ୍ୟରେ ସେ ପରିବାର ଏବଂ ନିଜ କର୍ତ୍ତବ୍ୟ ମଧ୍ୟରେ ଅତ୍ୟନ୍ତ ସୁନ୍ଦର ଭାବେ ସନ୍ତୁଳନ ରକ୍ଷା କରି କାର୍ଯ୍ୟ କରିଆସିଛନ୍ତି ।
- ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Related Topics
Explore more stories