Odisha IPS Reshuffle / IPS ସ୍ତରରେ ଅଦଳବଦଳ, ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା IG
·42 mins ago

Key Points
ବରିଷ୍ଠ IPS ସ୍ତରରେ ଅଦଳ ବଦଳ କଲେ ସରକାର
ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା ବିଭାଗ ଆଇଜି
ହିମାଂଶୁ ଲାଲ IG ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍
ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା ବିଭାଗ ଆଇଜି
ହିମାଂଶୁ ଲାଲ IG ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍
IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ହିମାଂଶୁ ଲାଲ୍ ହେଲେ EOW, STF IG । ସେହିପରି ସତ୍ୟବ୍ରତ ଭୋଇ ଗୁଇନ୍ଦା ବିଭାଗ ଆଇଜି ହୋଇଛନ୍ତି । ଚରଣ ସିଂ ମୀନା ହେଲେ ସମ୍ବଲପୁର DIG । ଜୟନାରାୟଣ ପଙ୍କଜଙ୍କୁ ଆଇଜି ଦକ୍ଷିଣାଞ୍ଚଳ ଦାୟିତ୍ବ ଦିଆଯାଇଛି ।
ସେହିପରି ନୀତି ଶେଖର ହେଲେ ଆଇଜି ପ୍ରୋଭିଜନିଂ, ପୋଲିସ୍ ମୁଖ୍ୟାଳୟ । ଆଶିଷ କୁମାର ସିଂ ତାଳଚେର ରେଞ୍ଜ୍ ଡିଆଇଜି ଓ ପିଟିସି ଅନୁଗୁଳ ପ୍ରିନ୍ସପାଲ ।
ସେହିପରି ନୀତି ଶେଖର ହେଲେ ଆଇଜି ପ୍ରୋଭିଜନିଂ, ପୋଲିସ୍ ମୁଖ୍ୟାଳୟ । ଆଶିଷ କୁମାର ସିଂ ତାଳଚେର ରେଞ୍ଜ୍ ଡିଆଇଜି ଓ ପିଟିସି ଅନୁଗୁଳ ପ୍ରିନ୍ସପାଲ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories