Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରକ ଵାଇକ ମୁହାଁ ମୁହିଁ ଧକ୍କା ,ଜଣେ ମୃତ

Rashmita Mishra
Browse all articles by Rashmita Mishra
·2 years ago
ଟ୍ରକ ଵାଇକ ମୁହାଁ ମୁହିଁ ଧକ୍କା ,ଜଣେ ମୃତ

ଆନନ୍ଦପୁର: ଟ୍ରକ ଵାଇକ ମୁହାଁ ମୁହିଁ ଧକ୍କା ,ଘଚଣା ସ୍ଥଳରେ ଵାଇକ ଆରୋହୀଙ୍କର ମୃତ୍ୟ ଘଟିଛି । ସୂଚନାନୁଯାୟୀ ଆନନ୍ଦପୁର ଵ୍ଲକ ଛକ ଠାରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟ ଘଟିଛି । ମୃତକ ଜଣକ ହେଉଛନ୍ତି ପଦ୍ମପୁର ଗାଁର ଆକାଶ ସାହୁ । ଆକାଶ ଆନନ୍ଦପୁର ଆଡୁ ଆସୁଥିଵା ଵେଳେ ସମ୍ନାରୁ ଏକ ହାର୍ଭେଷ୍ଟର ମେସିନ୍ ବୋଝେଇ ଟ୍ରକ ଆସୁଥିଵା ଵେଳେ ମୁହାଁ ମୁହଁ ଧକ୍କା ହୋଇଥିଲା । ଫଳରେ ଘଚଣା ସ୍ଥଳରେ ଵାଇକ ଆରୋହୀଙ୍କର ମୃତ୍ୟ ଘଟିଥିଲା ।ସେହି ଜାଗାରେ ଦୁର୍ଘଟଣା  ଏହା ପ୍ରଥମ ଥର ପାଇଁ ଆଗତି ଅନେକ ଥର ମଧ୍ୟ ହୋଇଛି । lଏହି ଛକଠାରେ ରାସ୍ତା ବଙ୍କାଣିଆ ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଇଛି l ଛକ ଠାରେ ଥିବା ରାସ୍ତା ଉପରେ ତୁରନ୍ତ ହମ୍ସ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନିୟ ଵାସିନ୍ଦା 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha/one-dead-in-accident | Argus News