Odisha Police SI Exam Date / ବଡ଼ ଘୋଷଣା: ଡିସେମ୍ବର ୨୬ ଓ ୨୭ରେ ହେବ ପୋଲିସ SI ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା
·37 mins ago·1 min read

Key Points
SI ପରୀକ୍ଷା ପାଇଁ ତାରିଖ ଘୋଷଣା
ଡିସେମ୍ବର ୨୬ ଓ ୨୭ ତାରିଖରେ ହେବ ପରୀକ୍ଷା
ପ୍ରଥମ ଦିନ ପ୍ରଥମ ସିଟିଂରେ ହେବ ଲାଙ୍ଗୁଏଜ ପରୀକ୍ଷା
ଡିସେମ୍ବର ୨୬ ଓ ୨୭ ତାରିଖରେ ହେବ ପରୀକ୍ଷା
ପ୍ରଥମ ଦିନ ପ୍ରଥମ ସିଟିଂରେ ହେବ ଲାଙ୍ଗୁଏଜ ପରୀକ୍ଷା
ଓଡ଼ିଶା ପୋଲିସ SI ପରୀକ୍ଷାକୁ ନେଇ ଆସିଛି ବଡ଼ ଖବର । ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହେବ ପୋଲିସ ସବ୍-ଇନ୍ସପେକ୍ଟର (SI) ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି OUSSSC ଅଧ୍ୟକ୍ଷ ।
ଡିସେମ୍ବର ୨୬ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂରେ ଲାଙ୍ଗୁଏଜ୍ ପରୀକ୍ଷା ଏବଂ ଦ୍ୱିତୀୟ ସିଟିଂରେ ଜେନେରାଲ ଷ୍ଟଡିଜ୍ ପରୀକ୍ଷା ଅନୁଷ୍ଠିତ ହେବ ।
କେଉଁ ଦିନ କେଉଁ ପରୀକ୍ଷା ?
ଡିସେମ୍ବର ୨୬:
- ପ୍ରଥମ ସିଟିଂ: ଲାଙ୍ଗୁଏଜ୍ ପରୀକ୍ଷା।
- ସମୟ: ସକାଳ ୧୦ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ
- ଦ୍ୱିତୀୟ ସିଟିଂ: ଜେନେରାଲ ଷ୍ଟଡିଜ୍ ପରୀକ୍ଷା
- ସମୟ: ଅପରାହ୍ନ ୧ଟା ୩୦ରୁ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ
ଡିସେମ୍ବର ୨୭:
ଏହି ଦିନ କେବଳ ଷ୍ଟେସନ ଅଫିସର (ଫାୟାର ସର୍ଭିସ୍) ପଦବୀ ପାଇଁ ପରୀକ୍ଷା ହେବ । ତେବେ ଏହି ପରୀକ୍ଷା କେବଳ ସାଇନ୍ସ ବ୍ୟାକଗ୍ରାଉଣ୍ଡ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ । ଏହି ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ମ ୧ଟା ପର୍ଯ୍ୟନ୍ତ ଚାଲିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories