SI Exam Case / SI ପରୀକ୍ଷା: ୧୧୪ ପିଲାଙ୍କୁ ମିଳିଲା ଜାମିନ
·10 months ago·2 min read

Key Points
SI ପରୀକ୍ଷା: ୧୧୪ ପିଲାଙ୍କୁ ମିଳିଲା ଜାମିନ
SI ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୪ ପିଲାଙ୍କୁ ମିଳିଲା ଜାମିନ
ମାମଲାରେ ଗିରଫ ୧୨୩ ଜଣଙ୍କ ମଧ୍ୟରୁ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା । 114 ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ । 50 ହଜାର ଟଙ୍କା ବେଲ୍ ବଣ୍ଡ ଓ 2ଜଣ ଜାମିନଦାରଙ୍କ ସର୍ତ୍ତରେ ଜାମିନ ଦିଆଯାଇଛି । ଜାମିନ ପାଇବା ପରେ ସେମାନେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ଥାନାରେ ଯାଇ ହାଜିରା ଦେବେ ଓ ପୋଲିସ/କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହାୟତା କରିବାକୁ କହିଛନ୍ତି କୋର୍ଟ । 114 ଜଣ ପରୀକ୍ଷାର୍ଥିଙ୍କ ପାଇ 40ରୁ ଉର୍ଦ୍ଧ୍ବ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କ ସମେତ ୯ ଜଣଙ୍କୁ ଜାମିନ ମିଳିନାହିଁ ।
ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ୧୧୪ ଜଣଙ୍କୁ ମିଳିଲା ଜାମିନ । ଏହି ଘଟଣାରେ ୧୨୦ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ଜାମିନ ମଞ୍ଜୁର ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି । ଏ ନେଇ ହାଇକୋର୍ଟ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ତେବେ ଓଡ଼ିଶାରୁ ବିଜୟୱାଡା ଯିବାବେଳେ ସମସ୍ତଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ରହିଛି ।
ପୋଲିସ SI ଚାକିରି କେଳେଙ୍କାରୀ ମାମଲାରେ ନୟାପଲ୍ଲୀ ବଣିକ ଇନଷ୍ଟିଚ୍ୟୁଟ ଉପରେ କ୍ରାଇମବ୍ରାଞ୍ଚର ରେଡ୍ ହୋଇଥିଲା । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ନୟାପଲ୍ଲୀ ବଣିକ ଇନଷ୍ଟିଚ୍ୟୁଟ ଉପରେ ରେଡ୍ କରିଛି କ୍ରାଇମବ୍ରାଞ୍ଚ । ଗୋଳନ୍ତରା ଥାନା 114ଜଣଙ୍କୁ ଗିରଫ କରିଥିବା ଚାକିରି ଆଶାୟୀଙ୍କ ଲିଷ୍ଟ୍ ଧରି ବଣିକ୍ ରେ ରେଡ୍ ମାରିଛି କ୍ରାଇମବ୍ରାଞ୍ଚ । ବଣିକ୍ HR ର ଲାପଟପ୍ ଯାଞ୍ଚ କରିବା ସହ ଦରକାରୀ କାଗଜ ପତ୍ର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏହାସହ 5 ବର୍ଷର ଚାକିରୀ ଆଶାୟୀଙ୍କ ଲିଷ୍ଟ୍ ମଧ୍ୟ ଖୋଜାଯାଇ ତଦନ୍ତ କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: ପୋଲିସ SI ଚାକିରି କେଳେଙ୍କାରୀ ତନାଘନା, ଜଳେଶ୍ବରରୁ ଆଉ ଜଣେ ଅଭିଯୁକ୍ତ ଅଟକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଚନ୍ଦନ ବାଲେଶ୍ୱର ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା । ରେମୁଣା ନିର୍ବାଚନ ମଣ୍ଡଳୀରୁ ଗତ ୨୦୨୪ ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଥିଲା । ଗତ କିଛି ଦିନ ପୂର୍ବରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାର୍ଫ ନର୍ସ ଚାକିରି କରେଇ ଦେବା କହି ଛାତ୍ରୀଛାତ୍ରୀଙ୍କ ନିକଟରୁ କିଛି ଟଙ୍କା କାରବାରର ଅଭିଯୋଗ ମଧ୍ୟ ଆସିଥିଲା ତା ନାଁରେ । ଚନ୍ଦନଙ୍କ ନିର୍ବାଚନ ପୁର୍ବରୁ ବିଜେଡିର ବଡ଼ ପାଓ୍ବରଫୁଲ ନେତାଙ୍କ ସହିତ ମଧ୍ୟ ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories