Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂଆ ଓ କାର୍ଯ୍ୟକ୍ରମରେ ନାଚ ଗୀତ ପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି 

Odisha

ନୂଆ ଓ କାର୍ଯ୍ୟକ୍ରମରେ ନାଚ ଗୀତ ପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି 

Smruti Parija
Browse all articles by Smruti Parija
·1 year ago
ନୂଆ ଓ କାର୍ଯ୍ୟକ୍ରମରେ ନାଚ ଗୀତ ପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି 

ଭୁବନେଶ୍ୱର: ମୋହନ ଛାଟ । ପୂର୍ବ ବିଜେଡି ସରକାରର ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର ।  UG ଓ PG ଷ୍ଟୁଡେଣ୍ଟସ ନାଁ ରେ ଆସିବ ନୂଆ ଯୋଜନା । ଏହି ନୂଆ ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିବେ ସରକାର । ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି କହିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ । 

ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥ‌ିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦେବେ ସରକାର । ପୂର୍ବର ବିଜେଡି ସରକାର ନାଚ ଗୀତରେ ଉଡାଇଥିଲେ କୋଟି କୋଟି ଟଙ୍କା । କଲେଜରେ ନାଚ ଗୀତ ପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Odisha stops BJD’s 'Nua O' scheme; to introduce new scheme for UG and PG students | Argus News