Odisha Assembly / ଆସିଲା ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍; ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି
·9 months ago·2 min read

Key Points
୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆସିଛି ।
ଭୁବନେଶ୍ଵର: ବିଧାନସଭା ଶୀତ ଅଧିବେଶନର ଦ୍ଵିତୀୟ ଦିନରେ ଆଗତ ହୋଇଛି ଅତିରିକ୍ତ ବଜେଟ୍ । ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆସିଛି ।
ଯେଉଁଥିରେ ପ୍ରଶାସନିକ ବ୍ୟୟ ବାବଦକୁ ୩ ହଜାର ୩୮୯ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧୩ ହଜାର ୭୧୬ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୭୧ କୋଟି ଏବଂ ରାଜ୍ୟ ବଜେଟ୍ରୁ ସ୍ଥାନାନ୍ତର ୧୬୪ କୋଟି ରହିଛି ।
ଏଥିସହ ପଢ଼ନ୍ତୁ: ମାଡ଼ିଗଲା କଳାରଙ୍ଗର କାର୍; ବଜାରରେ ଯାହାକୁ ପାରିଲା ତା'କୁ ପିଟିଲା, ଦୋକାନ ବି ଭାଙ୍ଗିଲା
୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ରେ ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଦିଆଯାଇଥିବା ବେଳେ ମମତା ଯୋଜନା ପାଇଁ ୧୪୨ କୋଟି, ମିଶନ ଶକ୍ତି ପାଇଁ ୪୦୫ କୋଟି, ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ୨୦୦ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି ବ୍ୟବସ୍ଥା କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି ୪୦ କୋଟି, ପାଇପ୍ ଜଳ ଯୋଗାଣ ପାଇଁ ୧୧୬ କୋଟି, ବିକଶିତ ଗାଁ ବିକଶିତ ଓଡ଼ିଶା ୫୭ କୋଟି, ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ପାଇଁ ୪୦ କୋଟି ବ୍ୟୟବରାଦ କରାଯାଇଛି ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ସର୍ବାଧିକ ୪ ହଜାର ୩୨୯ କୋଟି ଦିଆଯାଇଥିବା ବେଳେ ଶିକ୍ଷା କ୍ଷେତ୍ର ପାଇଁ ୨ ହଜାର ୩୨୭ କୋଟି, ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି, କୃଷି ଓ ଅନୁସାଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୫୮୮ କୋଟି ବ୍ୟବସ୍ଥା କରାଯାଇଛି ।
ଏଥିସହ ପଢ଼ନ୍ତୁ: ୧୬ ମାସର ସରକାର, ରାଜ୍ୟରେ ହ୍ରାସ ପାଇଛି ମହିଳା ହିଂସା
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୧୬୪ କୋଟି, ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି, ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି, ଶିଳ୍ପ ବିକାଶ ପାଇଁ ୩୩୭ କୋଟି, ଓଡ଼ିଆ ଭାଷା ସାହିତ୍ୟ ପାଇଁ ୩୬୩ କୋଟି, ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ୩୧୬ କୋଟି ବ୍ୟୟବରାଦ ହୋଇଛି ।
୨୦୨୫-୨୬ ଆର୍ଥିକ ବର୍ଷ ଲାଗି ୨୦୨୫ ଫେବ୍ରୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ଆଣିଥିଲେ । ଏବେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆସିଛି ।

Related Topics
Explore more stories