Weather Alert / ଆସନ୍ତାକାଲି ଝଡ଼ବର୍ଷା ନେଇ ୨୪ ଜିଲ୍ଲାକୁ ଚେତାବନୀ ଜାରୀ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର
·2 months ago·2 min read

Key Points
କାଲି ପାଇଁ ୨୪ ଜିଲ୍ଲାକୁ ଚେତାବନୀ
କୈଳବୈଶାଖୀ ଓ ଝଡ଼ ବର୍ଷା ନେଇ ଚେତାବନୀ
ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ବର,୨୫/୦୬: ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିଥିବା ବେଳେ ୫ ଦିନ ଯାଏ ବଜ୍ରପାତ ସହ ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଏହାସହ ଦୁଇ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ।
ଆସନ୍ତା ୨୪ ଘଂଟାରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ୱର କୋରାପୁଟ ରାୟଗଡାରେ ପ୍ରବଳ ବର୍ଷା ସହ ନବରଙ୍ଗପୁର ଓ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ୭ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୫୦ ରୁ ୬୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ।
ସେହିପରି ଗଂଜାମ ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ , କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଭଦ୍ରକ,ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ବଲାଙ୍ଗୀର ,ନୂଆପଡା ଓ ବାଲେଶ୍ୱର ଏହି ୧୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୪୦ ରୁ କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ଆଜି ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର,କଳାହାଣ୍ଡି ,ରାୟଗଡା ଓ ନୂଆପଡା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ଓ ୫୦ ରୁ ୬୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ।
ଗଂଜାମ ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ , କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ,ସୁନ୍ଦରଗଡ, ମୟୁରଭଂଜ ଓ କେନ୍ଦୁଝର ୧୪ ଜିଲ୍ଲାରେ ବଜ୍ରପାତ ସହ ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ।
ପଢନ୍ତୁ ଏହି ଖବର: ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, କିନ୍ତୁ ବର୍ଷାର ଦେଖା ନାହିଁ, ରାଜ୍ୟର ୮ ଜିଲ୍ଲାରେ ପଡ଼ିବ ଏଲନିନୋର ବଡ଼ ପ୍ରଭାବ
ମୌସୁମୀ ଆସିବ, ବର୍ଷା ଆଣିବ, ଚାଷ ପାଇଁ ପାଗ ଅନୁକୂଳ ହେବ । ରାଜ୍ୟରେ ସବୁ ଆଶା ପାଣି ଫଟାଇ ଦେଇଛି ଏଲନିନୋ ଭଳି ସ୍ଥିତି । ଏଥର ଏମିତି ତ ବିଳମ୍ବରେ ପହଞ୍ଚିଲା ମୌସୁମୀ, ସେଥିରେ ପୁଣି ଆଶାନୁରୂପ ବର୍ଷା ନାହିଁ, ଫଳରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ପର୍ଯ୍ୟାପ୍ତ ବର୍ଷା ନ ହେବାରୁ ଜମି ପ୍ରସ୍ତୁତି ଓ ବିହନ ବୁଣା କାମ ଠପ୍ ପଡ଼ିଛି । ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଜମି ଶୁଖିଲା ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କମ୍ ବର୍ଷା ଭିତରେ ଆହୁରି ଚିନ୍ତା ବଢ଼ାଇଲା IMDର ବର୍ଷା ରିପୋର୍ଟ। ଜୁନ୍ ୪ ତାରିଖରୁ ୨୨ ତାରିଖ ଭିତରେ ଓଡ଼ିଶାରେ ୧୨୮.୯୦ ମିଲିଲିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ମାତ୍ର ୬୨.୫ ମିଲିଲିଟର ବର୍ଷା। ଅର୍ଥାତ୍ ୫୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳ॥
Related Topics
Explore more stories