ଶୁଭାରମ୍ଭ ହେଲା ମେଗା ଗ୍ଲୋବାଲ କନକ୍ଳେଭ ODM-MUN 2024
·1 year ago

ଅର୍ଗସ ବ୍ୟୁରୋ: ବିଶ୍ୱଶାନ୍ତି, ଜଳବାୟୁ ପରିବର୍ତ୍ତନ ଓ ସମସ୍ତଙ୍କ ପାଇଁ ବିକାଶ ବିଷୟବସ୍ତୁକୁ ନେଇ ଭୁବନେଶ୍ବର ODM ଗ୍ଲୋବାଲ ଏଜୁକେସନାଲ ଗ୍ରୁପ ପକ୍ଷରୁ ଶୁଭାରମ୍ଭ ହେଲା ମେଗା ଗ୍ଲୋବାଲ କନକ୍ଳେଭ ODM-MUN 2024। ଏହି କନକ୍ଳେଭରେ 5ଟି ପ୍ରମୁଖ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରୁ 5 ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ମତ ରଖିଥିଲେ । ବିଶେଷକରି ଭାରତର ପ୍ରମୁଖ 10ଟି ବଡ଼ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କ ସମେତ ସାଉଥ ଆଫ୍ରିକା, ଆରଜେଣ୍ଟିନା, ଉଗାଣ୍ଡା, ୟୁଏସଏ ଭଳି ଦେଶରୁ ଗ୍ଲୋବାଲ ଏଜୁକେଟର ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଇଦ୍ରାବାଦ ସ୍ଥିତ USA CONSULATE GENERAL ଆଲେକଜଣ୍ଡାର ମ୍ୟାକଲାରେନ ଓ ସମ୍ମାନିତ ଅତିଥି ଭାବେ ଉଗାଣ୍ଡାର ଗ୍ଲୋବାଲ ଏଜୁକେଶନାଲିଷ୍ଟ ମୂଲିନ୍ଦାୱା ମୁସକା ସମୀ ଯୋଗ ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: