Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ପ୍ରଭାବିତ ୨୪ ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ

Banajyotshna Ray
Browse all articles by Banajyotshna Ray
·1 year ago
ବାତ୍ୟା ପ୍ରଭାବିତ ୨୪ ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ

ଅର୍ଗସ ବ୍ୟୁରୋ:  ରାତ୍ରୀ କାଳୀନ ଉଦ୍ଧାର ଅଭିଯାନ ସଫଳ । ଭଦ୍ରକ ଜିଲ୍ଲାର ତିହିଡି ଥାନା ଅଞ୍ଚଳର ତଳ ଗୋପବିନ୍ଧାରେ ବାତ୍ୟା ପ୍ରଭାବିତ 24 ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ । ସାଳନ୍ଦୀ ନଦୀ ପାଣି ଘେରରେ ଲୋକେ ଫସିଥିବା ଖବର ପାଇବା ପରେ ରାତ୍ରୀ ସାଢ଼େ 8ଟାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା । ପୂର୍ବାଞ୍ଚଳ ଡିଆଇଡି, ଭଦ୍ରକ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ହୋଇଥିବା ଅପରେସନ ସଫଳ ହୋଇଛି । ଉଦ୍ଧାର ହୋଇଥିବା ଲୋକଙ୍କୁ ଐଶାନ୍ୟଚଣ୍ଡି ହାଇସ୍କୁଲରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳର ରଖାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odraf team has rescued 24 people affected by the storm | Argus News