ଏଣିକି ବିମାନରେ ବି ଅଫିସିଆଲ ଟୁର୍ କରିପାରିବେ ସରକାରୀ କର୍ମଚାରୀ
·1 year ago

ଅର୍ଗସ ବ୍ୟୁରୋ: ଏଣିକି ବିମାନରେ ବି ଅଫିସିଆଲ ଟୁର୍ କରିପାରିବେ ସରକାରୀ କର୍ମଚାରୀ। ରାଜ୍ୟ ଭିତରେ ଅଫିସିଆଲ୍ ଟୁର୍ କରିପାରିବେ ସରକାରୀ କର୍ମଚାରୀମାନେ । ଏନେଅ ଅର୍ଥ ବିଭାଗ ପକ୍ଷରୁ ମେମୋରେଣ୍ଡମ ଜାରି କରାଯାଇଛି । କେବଳ ଗ୍ରୁପ- A କାଟାଗୋରୀର ଲେବୁଲ ୧୨ ଓ ତଦୁର୍ଦ୍ଧ କର୍ମଚାରୀଙ୍କୁ ଅନୁମତି ମିଳିଥିବା ଏହି ମେମୋରେଣ୍ଡମରେ ଦର୍ଶାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: