Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଜେଇଇ ପାଇଁ ଆଜିଠାରୁ ମେ 15 ଯାଏଁ ରେଜିଷ୍ଟ୍ରେସନ

Smruti Parija
Browse all articles by Smruti Parija
·2 years ago
ଓଜେଇଇ ପାଇଁ ଆଜିଠାରୁ ମେ 15 ଯାଏଁ ରେଜିଷ୍ଟ୍ରେସନ

ଅର୍ଗସ ବ୍ୟୁରୋ:  ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ମେ 6 ରୁ 10 ପର୍ଯ୍ୟନ୍ତ ହେବ ଓଜେଇଇ ପରୀକ୍ଷା । ରାଜ୍ୟ ଭିତରେ 30 ଓ ରାଜ୍ୟ ବାହାରେ 3ଟି କେନ୍ଦ୍ରରେ ପରୀକ୍ଷା ହେବ । ଓଜେଇଇ ପାଇଁ ଆଜିଠାରୁ ମାର୍ଚ୍ଚ 15 ଯାଏଁ ହେବ ରେଜିଷ୍ଟ୍ରେସନ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OJEE 2024 exam date announced, registration from January 25 | Argus News