Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରକାଶ ପାଇଲା OJEE ପ୍ରବେଶିକା ପରୀକ୍ଷା ଫଳ

Smruti Parija
Browse all articles by Smruti Parija
·2 years ago
ପ୍ରକାଶ ପାଇଲା OJEE ପ୍ରବେଶିକା ପରୀକ୍ଷା ଫଳ

ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ । 11ଟି ବିଭାଗରେ ପ୍ରବେଶିକା ପରୀକ୍ଷା ହୋଇଥିଲା । 56 ହଜାର 47 ଜଣ ପରୀକ୍ଷା ଦେଇଥିଲେ । 56 ହଜରା ପରୀକ୍ଷାର୍ଥୀଙ୍କୁ ମିଳିଛି ରାଙ୍କ କାର୍ଡ । 
ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି ଟପ୍ପର । ବି ଫାର୍ମାରେ ସାଗରିକା ଦାସ ଟପ୍ପର । ଏମସିଏରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ପୂର୍ବୀ ପ୍ରିୟା ନାୟକ ଟପ୍ପର । 
www.ojee.nic.in ଏବଂ www.odishajee.nic.in  ରେ ରାଙ୍କ କାର୍ଡ ଉପଲବ୍ଧ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ojee-2024-result-declared | Argus News