ନିୟମ ମାନୁନାହାନ୍ତି ମତ୍ସ୍ୟଜୀବୀ
·2 years ago

ପୁରୀ: ପୁରୀ ବ୍ରହ୍ମଗିରି ବେଳାଭୂମିରେ ଅଲିଭରିଡଲେ ମଡ଼କ । ବାଲିହରଚଣ୍ଡି ବେଳାଭୂମିରେ ଲାଗିଛନ୍ତି ମଲା କଇଁଛ । କଇଁଛଙ୍କ ପ୍ରଜନନ ଋତୁ ଲାଗି ନଭେମ୍ବରରୁ ମେ ପର୍ଯ୍ୟନ୍ତ ସମୁଦ୍ରରକୂଳରେ ମାଛ ମାରିବା ଉପରେ ଲାଗିଛି ରୋକ୍ । କିନ୍ତୁ ନିୟମକୁ ମାନୁ ନାହାନ୍ତି ଅମାନିଆ ମତ୍ସ୍ୟଜୀବୀ । ବ୍ରହ୍ମଗିରି ରେଞ୍ଜର ବାଲିହରଚଣ୍ଡୀ ବେଳାଭୂମିରେ ଏକାଧିକ ମୃତ ଅଲିଭରିଡଲେ ଶବ ପଡିଥିବା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶବିତ୍ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: