Videos
|
Odisha

ଲଭ ସେକ୍ସ ଧୋକା ଅଭିଯୋଗ ରେ ଫସିଲେ ଓଡ଼ିଆ ସିଙ୍ଗର

Banajyotshna Ray
Browse all articles by Banajyotshna Ray
·2 years ago
ଲଭ ସେକ୍ସ ଧୋକା ଅଭିଯୋଗ ରେ ଫସିଲେ ଓଡ଼ିଆ ସିଙ୍ଗର

ଅର୍ଗସ ବ୍ୟୁରୋ: ଲଭ ସେକ୍ସ ଧୋକା ଅଭିଯୋଗ ରେ ଫସିଲେ ଓଡ଼ିଆ ସିଙ୍ଗର। ଚର୍ଚ୍ଚିତ ଓଲିଉଡ଼ ସିଙ୍ଗର ଦେବେଶ ପତି ଗିରଫ। ଦେବେଶ ଙ୍କୁ ଗିରଫ କରିଛି ନୟାପଲି ଥାନା ପୋଲିସ। ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଠକି ଦେଇଥିବା ଅଭିଯୋଗରେ ଦେବେଶଙ୍କ ନାରେ ଅଭିଯୋଗ ଆସିଛି। ଏପରିକି ନିଶା ଦେଇ ଗର୍ଭ ନଷ୍ଟ କରିବା ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ହୋଇଛି। ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହ ଦେବେଶ ନିଜ ମହିଳା ବନ୍ଧୁଙ୍କଠୁ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ଯୁବତୀ ଜଣଙ୍କ ଦେବେଶଙ୍କ ନାଁରେ ନୟାପଲି ଥାନାରେ ଅଭିଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ollywood Singer Debesh Pati Arrested | Argus News