Omfed Milk Hike / ଅକ୍ଟୋବର ୪ରୁ ମହଙ୍ଗା ହେବ ଓମ୍ଫେଡ୍ କ୍ଷୀର: ଏକାଥରେ ବଢ଼ିବ ଲିଟର ପିଛା ୨ରୁ ୩ ଟଙ୍କା ବୃଦ୍ଧି
·1 hour ago·2 min read

Key Points
ଅକ୍ଟୋବର ୪ରୁ ମହଙ୍ଗା ହେବ ଓମ୍ଫେଡ୍ କ୍ଷୀର
ଲିଟର ପିଛା ୨ରୁ ୩ ଟଙ୍କା ବୃଦ୍ଧି
ଅକ୍ଟୋବର ୪ରୁ ବଢ଼ିବ ଓମ୍ଫେଡ୍ କ୍ଷୀର ଦାମ୍
ଓମ୍ଫେଡ୍ର ସବୁ ଭାରିଆଣ୍ଟ କ୍ଷୀର ମହଙ୍ଗା, ବଦଳିଲା ଡିଲରଙ୍କ ଫ୍ରି-ସ୍କିମ୍

ଅକ୍ଟୋବର ୪ରୁ ବଢ଼ିବ ଓମଫେଡ୍ କ୍ଷୀର ଦର । ଟୋନ୍ଡ, ପ୍ରିମିୟମ, ଗୋଲ୍ଡ ଓ ଗୋଲ୍ଡ ପ୍ଲସ୍ ସବୁ ଭାରିଆଣ୍ଟର ଏମଆରପିରେ ପରିବର୍ତ୍ତନ କରିଛି ଓମଫେଡ୍ । ଲିଟର ପିଛା ୨ରୁ ୩ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି ଦର । ଓମଫେଡ୍ର ନୂଆ ଦର ଅନୁସାରେ, ଟୋନ୍ଡ ମିଲ୍କର ଏମଆରପି ଲିଟର ପିଛା ୫୮ ଟଙ୍କା ହୋଇଛି । ୫୦୦ ଏମଏଲ୍ ପାଉଚ୍ର ଦାମ ୨୯ ଟଙ୍କା । ସେହିପରି ପ୍ରିମିୟମ ମିଲ୍କ ଲିଟର ପିଛା ୬୦ ଟଙ୍କା, ୫୦୦ ଏମଏଲ୍ ୩୦ ଟଙ୍କା । ଗୋଲ୍ଡ ମିଲ୍କ ଲିଟର ପିଛା ୬୨ ଟଙ୍କା, ୫୦୦ ଏମଏଲ୍ ୩୧ ଟଙ୍କା ହୋଇଛି । ସବୁଠାରୁ ଅଧିକ ଦାମ ରହିଛି ଗୋଲ୍ଡ ପ୍ଲସ୍ର ।''
ଲିଟର ପିଛା ୬୬ ଟଙ୍କା, ଅର୍ଥାତ୍ ୫୦୦ ଏମଏଲ୍ ପାଉଚ୍ ପିଛା ୩୩ ଟଙ୍କା ଦେବାକୁ ପଡ଼ିବ । କେବଳ ଦର ବଦଳିନି, ଡିଲରଙ୍କ ପାଇଁ ଫ୍ରି ସ୍କିମ୍ରେ ବି ରହିଛି ପରିବର୍ତ୍ତନ । ଟୋନ୍ଡ ମିଲ୍କରେ ୨୦ ଲିଟର ବିକ୍ରି ପାଇଁ ଗୋଟିଏ ୫୦୦ ଏମଏଲ୍ ପାଉଚ୍ ମାଗଣା ମିଳିବ । ପ୍ରିମିୟମ ମିଲ୍କରେ ୩୦ ଲିଟର ବିକ୍ରି ପାଇଁ ଗୋଟିଏ ୫୦୦ ଏମଏଲ୍ ପାଉଚ୍ ଫ୍ରି ମିଳିବ । ଗୋଲ୍ଡ ମିଲ୍କ ପାଇଁ କୌଣସି ଫ୍ରି ପାଉଚ୍ ସ୍କିମ୍ ନାହିଁ । ଅନ୍ୟପଟେ ଗୋଲ୍ଡ ପ୍ଲସ୍ରେ ପ୍ରତି ୧୦ ଲିଟର ବିକ୍ରିରେ ଗୋଟିଏ ୫୦୦ ଏମଏଲ୍ ପାଉଚ୍ ଫ୍ରି ଦିଆଯିବ । ଲିକ୍ କିମ୍ବା ଡିଫେକ୍ଟିଭ୍ ପାଉଚ୍ ବଦଳାଇବା ବ୍ୟବସ୍ଥା ମଧ୍ୟ ପୂର୍ବଭଳି ଜାରି ରହିବ । ଓମଫେଡ୍ର ଏହି ନୂଆ ଦର ଅକ୍ଟୋବର ୪, ୨୦୨୬ରୁ ଲାଗୁ ହେବ । ଏହାଦ୍ୱାରା ଚାଷୀମାନେ ଅଧିକ ଲାଭବାନ୍ ହେବେ ମୋଲି ସୂଚନା ରହିଛି।''
ଏଥିସହ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ହୋଇଥିଲା କି ଚୁକ୍ତି ଚକ୍ରାନ୍ତ ? ACF ସୌମ୍ୟ ମୃତ୍ୟୁ ଘଟଣାରେ ବଡ଼ ତଥ୍ୟ
.ନୂତନ କ୍ଷୀର ଦର (ଲିଟର ପ୍ରତି):

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
• ଟୋନ୍ଡ୍ କ୍ଷୀର (Toned Milk): ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇ ୫୪ ଟଙ୍କାରୁ ୫୮ ଟଙ୍କା ହୋଇଛି (୫୦୦ ଏମଏଲ୍ ପ୍ୟାକେଟ୍ ୨୯ ଟଙ୍କାରୁ ବୃଦ୍ଧି ହୋଇଛି)।
• ପ୍ରିମିୟମ କ୍ଷୀର (Premium Milk): ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇ ୫୮ ଟଙ୍କାରୁ ୬୦ ଟଙ୍କା ହୋଇଛି।
• ଗୋଲ୍ଡ ପ୍ଲସ କ୍ଷୀର (Gold Plus Milk): ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇ ୬୪ ଟଙ୍କାରୁ ୬୬ ଟଙ୍କା ହୋଇଛି।
ମୂଲ୍ୟ ବୃଦ୍ଧିର କାରଣ:
• ଦୁଗ୍ଧ ଚାଷୀଙ୍କୁ ଦିଆଯାଉଥିବା କ୍ଷୀର କ୍ରୟ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିବାରୁ ଏହି ନୂତନ ଖୁଚୁରା ଦର ଲାଗୁ କରାଯାଇଛି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories