ACF Soumya Death / ମୃତ୍ୟୁ ପୂର୍ବରୁ ହୋଇଥିଲା କି ଚୁକ୍ତି ଚକ୍ରାନ୍ତ ? ACF ସୌମ୍ୟ ମୃତ୍ୟୁ ଘଟଣାରେ ବଡ଼ ତଥ୍ୟ
·2 hours ago·2 min read

Key Points
ସୌମ୍ୟ-ବିଦ୍ୟାଙ୍କ ସମ୍ପତ୍ତି ଚୁକ୍ତିନାମାର ଏକ୍ସକ୍ଲୁସିଭ୍ ଦସ୍ତାବିଜ୍
ପରିବାର ଲୋକଙ୍କ ସନ୍ଦେହ ମୃତ୍ୟୁ ପୂର୍ବରୁ ହୋଇଥିଲା ଚୁକ୍ତି ଚକ୍ରାନ୍ତ
ଗୁମସୁମ ପଡିଛି ସୌମ୍ୟଙ୍କ ରୁମ୍, ଖୋଲିଲେ ମା' ଝରାଉଛି ଲୁହ
ପରିବାର ଲୋକଙ୍କ ସନ୍ଦେହ ମୃତ୍ୟୁ ପୂର୍ବରୁ ହୋଇଥିଲା ଚୁକ୍ତି ଚକ୍ରାନ୍ତ
ଗୁମସୁମ ପଡିଛି ସୌମ୍ୟଙ୍କ ରୁମ୍, ଖୋଲିଲେ ମା' ଝରାଉଛି ଲୁହ
୨୦୨୧ର ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ମୃତ୍ୟୁଠାରୁ ଗାଁ ଘରେ ବନ୍ଦ ହୋଇ ରହିଥିବା ସୌମ୍ୟଙ୍କ ରୁମ୍ ଆଜି ଖୋଲିଛି । ଅର୍ଗସ ନ୍ୟୁଜ୍ର ଏକ୍ସକ୍ଲୁସିଭ୍ ଗ୍ରାଉଣ୍ଡ ରିପୋର୍ଟ ସହ ଆମ ହାତରେ ଲାଗିଛି ଏକ ସାଂଘାତିକ ଦସ୍ତାବିଜ୍ । ବିବାହର ମାତ୍ର କିଛି ମାସ ପରେ ୯ ଜୁଲାଇ ୨୦୨୧ରେ ସୌମ୍ୟ ଓ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ହୋଇଥିଲା ଏକ ସମ୍ପତ୍ତି ଚୁକ୍ତିନାମା ।
ପଢନ୍ତୁ ଏହି ଖବର: ପ୍ରେମରେ ବିଫଳ ପରେ ୭୨ ବର୍ଷୀୟ ବୃଦ୍ଧର ଏସିଡ୍ ଆଟାକ୍ରେ ଯୁବତୀ ଗୁରୁତର
- ରାସ୍ତାରୁ ହଟାଇବାକୁ ରଚାଯାଇଥିଲା କି ଚକ୍ରାନ୍ତ ?
- ଖୋଲିବ କି ସୌମ୍ୟ ମୃତ୍ୟୁର ଅସଲ ଗୁମର ?
ପଢନ୍ତୁ ଏହି ଖବର: ପ୍ରେମରେ ବିଫଳ ପରେ ୭୨ ବର୍ଷୀୟ ବୃଦ୍ଧର ଏସିଡ୍ ଆଟାକ୍ରେ ଯୁବତୀ ଗୁରୁତର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଖୋଲିଲା ମୃତ ସୌମ୍ୟଙ୍କ ରୁମ୍
Related Topics
Explore more stories