Videos
|
Odisha

ପବିତ୍ର ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ପବିତ୍ର ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପର୍ବ। ପବିତ୍ର ନୂଆଁଖାଇ ପର୍ବ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆମର୍ ରାଏଜର ମହାନ୍ କୃଷିଭିତ୍ତିକ୍ ଗଣପର୍ବ ‘ନୂଆଁଖାଇ’ ଅବସର୍ ଥି ରାଏଜ୍‌ବାସୀଙ୍କୁ ବହୁତ୍ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ଜନଉଛେଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନୂଆଁଖାଇରେ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଆମର୍ ବଡ୍‌ଖା ତିହାର୍ ‘ନୂଆଁଖାଇ’ର୍ ଇ ଶୁଭ୍ ଅବସର୍ ନେ ସମ୍‌କର୍‌ ସୁସ୍ୱାସ୍ଥ୍ୟ, ସୁଖ୍, ସମୃଦ୍ଧି, ଆର୍ ପ୍ରଗତିର୍ ଲାଗି ମାଁ ସମ୍‌ଲେଇ ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଠାନେ ଗୁହାରି କରୁଛେଁ ।
 

On the auspicious occasion of | Argus News