Videos
|
Odisha

ବିଲକୁ ଯିବା ସମୟରେ ଦୁଇ କୃଷକଙ୍କୁ ଦଳିଦେଲା ଦନ୍ତା 

Manini Pattanayak
Browse all articles by Manini Pattanayak
·2 years ago
ବିଲକୁ ଯିବା ସମୟରେ ଦୁଇ କୃଷକଙ୍କୁ ଦଳିଦେଲା ଦନ୍ତା 

 ଖୋର୍ଦ୍ଧା: ହାତୀ ଆକ୍ରମଣରେ ଦୁଇ ମୃତ। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ବ୍ରଜ ଗୋପିକା ଧାମ ନିକଟରେ।ସକାଳୁ ବିଲକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକ ଦୁଇଜଣ ହେଲେ ରାମଚନ୍ଦ୍ରପୁର ଗ୍ରାମପାୟତର ଲଷ୍ମୀଧର ବେହେରା ଓ ପାରିଓରଡ ଗ୍ରାମପାୟତର କୃଷ୍ଣ ଚନ୍ଦ୍ର ପ୍ରଧାନ।ଦୁଇ ଜଣଙ୍କ ମୃତଦେହ ପଡି ରହିଥିବା ବେଳେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ନଥିବା ଜଣାପଡିଛି। ହାତୀ ଆକ୍ରମଣରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟି ଥିବାରୂ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: