Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯାତ୍ରା ପାର୍ଟି ପିକଅପ ଗାଡ଼ିରେ ଜଗନ୍ନାଥଙ୍କୁ ବୁହାଇଲେ 

Odisha

ଯାତ୍ରା ପାର୍ଟି ପିକଅପ ଗାଡ଼ିରେ ଜଗନ୍ନାଥଙ୍କୁ ବୁହାଇଲେ 

Manini Pattanayak
Browse all articles by Manini Pattanayak
·2 years ago
ଯାତ୍ରା ପାର୍ଟି ପିକଅପ ଗାଡ଼ିରେ ଜଗନ୍ନାଥଙ୍କୁ ବୁହାଇଲେ 

 ବାଲେଶ୍ୱର:  ପୁଣି ଥରେ ଜଗନ୍ନାଥ ମୂର୍ତ୍ତିକୁ ଅପମାନ। ନୀଳଗିରି ରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।  ମହାପ୍ରଭୁଙ୍କୁ ଏକ ଯାତ୍ରା ପାର୍ଟି ପିକଅପ ଗାଡ଼ିରେ ଅତି ଅମାନୁଷିକ ଭାବେ ନେଉଥିବାର ଭିଡ଼ିଓ ସାମ୍ନା କୁ ଆସିଛି। ପଞ୍ଚଲିଙ୍ଗେଶ୍ବର ଆଡୁ ଆସି ନୀଳଗିରି କଦମସାହି ଛକରେ ପହଞ୍ଚିଥିଲା ପିକଅପ ଭ୍ୟାନ୍।

 ଜଗନ୍ନାଥ ଙ୍କୁ ଏଭଳି ବାରମ୍ବାର ଅପମାନ କରାଯାଉଥିବାରୁ ଜଗନ୍ନାଥ ପ୍ରେମୀ ମାନେ ଏଭଳି କାର୍ଯ୍ୟ ନିନ୍ଦା କରିବା ସହ  ବ୍ୟକ୍ତିଙ୍କ ଉପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୋଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Once again the idol of Jagannath is insulted. Some such scenes have been seen in the Nilgiris | Argus News