|
logo
Live

Argus News - ଦେଶୀ ବନ୍ଧୁକ ଜବତ ଜଣେ ଗିରଫ

Odisha

ଦେଶୀ ବନ୍ଧୁକ ଜବତ ଜଣେ ଗିରଫ

Banajyotshna Ray
Browse all articles by Banajyotshna Ray
·2 years ago
ଦେଶୀ ବନ୍ଧୁକ ଜବତ ଜଣେ ଗିରଫ

ଅର୍ଗସ ବ୍ୟୁରୋ: ଦେଶୀ ବନ୍ଧୁକ ଜବତ ଜଣେ ଗିରଫ। ଗଜପତି ଗୋଷାଣୀ ବ୍ଳକ ଗୁରାଣ୍ଡି ଥାନା ପକ୍ଷରୁ ପେଟ୍ରୋଲିଙ୍ଗ ସମୟରେ କାଇଠଡା ଗ୍ରାମ ଠାରେ ଗୋଟିଏ ଦେଶୀ ବନ୍ଧୁକ ସହ ଜଣକୁ ଗିରଫ । ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଙ୍କ ତତ୍ତ୍ଵାବଧାନରେ ଗୋଷାଣୀ ବଡ଼ ନିଳାପୁରୁ ଆଦି ଗ୍ରାମାଞ୍ଚଳ ରେ ଗୁରାଣ୍ଡି ପୁଲିସ୍ ଟିମ୍ ପେଟ୍ରୋଲିଙ୍ଗ କରିଥିଲେ । ଗିରଫ ଅଭିଯୁକ୍ତ ସୁଜନ ମଣ୍ଡଳକୁ କୋର୍ଟ ଚାଲାଣ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦେଶୀ ବନ୍ଧୁକ ଜବତ ଜଣେ ଗିରଫ | Argus News