Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋଜି ଖାଇ ଜଣେ ମୃତ, ୩୦ ଅସସ୍ଥ

Banajyotshna Ray
Browse all articles by Banajyotshna Ray
·2 years ago
ଭୋଜି ଖାଇ ଜଣେ ମୃତ, ୩୦ ଅସସ୍ଥ

ଅର୍ଗସ ବ୍ୟୁରୋ:  ସୁନ୍ଦରଗଡ଼, ବାହାଘର ଭୋଜି ଖାଇ ୩୦ ଅସୁସ୍ଥ । ଏହାସହ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗତ ୨୯ ତାରିଖରେ ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା ଜଣଙ୍କର ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ୯ ଭର୍ତ୍ତି ହୋଇଥିବା ସୂଚନା । ସୁନ୍ଦରଗଡ଼ ସବଡେଗା ବ୍ଲକ ଦେଓ ଗାଁର ଘଟଣା । ୨୭ ତାରିଖରେ ଥିଲା ବାହାଘର ଭୋଜି । ଏହି ଭୋଜି ଖାଇ ଅନେକ ଅସୁସ୍ଥ ଥିବା ସହ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଭୋଜିରେ କଣ ମିଶିଥିଲା କି କିଛି ପଡିଯାଇଥିଲା ତାହା ଜଣାନାହିଁ। ସମସ୍ତ ଅସୁସ୍ଥ ମେଡିକାଲରେ ଭର୍ତ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One dead and 30 illness in sundargarh | Argus News