Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଜ୍ରାଘାତ ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago
ବଜ୍ରାଘାତ  ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର

ଅର୍ଗସ ବ୍ୟୁରୋ: ଆଗରପଡ଼ା ଥାନା ଅନ୍ତର୍ଗତ ସାହୁପଡ଼ା କେନାଲ ପୋଲ ନିକଟରେ ଅମର ସେଠୀ (୨୯) ନିଜ କ୍ଷେତରେ ଚାଷ କାର୍ଯ୍ୟ କରୁଥିବା ବେଳେ ବର୍ଷା ଓ ଘଡଘଡି ଜୋରେ ହୋଇଥିଲା ସାଙ୍ଗକୁ ବଜ୍ରପାତ ହୋଇଥିଲା ଏହି ସମୟରେ ଚାଷ କାର୍ଯ୍ୟ କରୁଥିବା ଅମର ବଜ୍ରାଘାତର ଶିକାର ହୋଇ ଗୁରୁତ୍ୱର ହୋଇପଡ଼ିଥିଲେ l ସେହିପରି ସେହି ଗ୍ରାମର ଅନ୍ୟ କ୍ଷେତରେ ଚାଷ କାର୍ଯ୍ୟ କରୁଥିବା ଚକ୍ରଧର ଦାସ (୫୮) ବଜ୍ରାଘାତର ଶିକାର ହୋଇ ଗୁରୁତ୍ୱର ହୋଇପଡ଼ିଥିଲେ l ଦୁଇ ଜଣଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ଚକ୍ରଧରଙ୍କୁ ମୃତ ଘୋଷଣା କରିଥିବା ବେଳେ ଅମରଙ୍କୁ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି l ଖବର ପାଇ ଘଟଣା ସ୍ଥଳରେ ଆଗରପଡ଼ା ପୋଲିସ୍ ପହଞ୍ଚିଥିବା ସୂଚନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One dead and one critically injured by lightning | Argus News